ଗଭୀର ଅବପାତରେ ପରିଣତ ହେଲା ଅବପାତ, ୧୨ ଘଣ୍ଟାରେ ବାତ୍ୟା !

ଭୁବନେଶ୍ବର- ଗଭୀର ଅବପାତରେ ପରିଣତ ହେଲା ଅବପାତ । ଆଗାମୀ ୧୨ ଘଣ୍ଟାରେ ବାତ୍ୟା । ଆଜି ସକାଳ ୫ଟା ୩୦ ମିନିଟ ବେଳର ଉପଗ୍ରହ ପର୍ଯ୍ୟବେକ୍ଷଣ ଅନୁଯାୟୀ ଗତକାଲିର ଅବପାତ ଘନୀଭୂତ ହୋଇ ତୀବ୍ର ଅବପାତରେ ପରିଣତ ହୋଇଛି । ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା ସମ୍ଭାବନା। ଏହା ଗୋପାଳପୁରଠାରୁ ୯୭୦ କିମି
Read More...

ରୋହିତଙ୍କ ନାମରେ ରେକର୍ଡ ବର୍ଷା

ନୂଆଦିଲ୍ଲୀ: ଆଡିଲେଡରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଇତିହାସ ସୃଷ୍ଟି କରିଛନ୍ତି। ଦ୍ୱିତୀୟ ମ୍ୟାଚ୍‌ରେ ରୋହିତ ଅଷ୍ଟ୍ରେଲିଆରେ ଦିନିକିଆରେ ୧୦୦୦ ରନ୍ ପୂରଣ କରିଥିବା ପ୍ରଥମ କ୍ରିକେଟର ହୋଇଥିଲେ। ୩୮ ବର୍ଷୀୟ ଡାହାଣହାତୀ ବ୍ୟାଟ୍ସମ୍ୟାନଙ୍କୁ ଏହି
Read More...

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଘୂର୍ଣ୍ଣିବଳୟ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଲଘୁଚାପର ରୂପ ନେଇପାରେ । ଦକ୍ଷିଣ- ପୂର୍ବ ବଙ୍ଗୋପସାଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ଆକଳନ କରାଯାଇଛି ।  ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ
Read More...

ଅଷ୍ଟ୍ରେଲିଆକୁ 265ରନର ବିଜୟ ଲକ୍ଷ୍ୟ ଦେଲେ ଭାରତ

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ODI ଆଜି ଆଡିଲେଡ୍‌ରେ ଖେଳାଯାଉଛି। ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ ମାର୍ଶ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଷ୍ଟ୍ରେଲିଆ ଦଳ ତିନୋଟି ପରିବର୍ତ୍ତନ କରିଛି, ଯେତେବେଳେ ଭାରତୀୟ ଦଳ କୌଣସି ପରିବର୍ତ୍ତନ ବିନା ପଡିଆକୁ
Read More...

ଭୁବନେଶ୍ବର ଆସିବେ ଗଡକରୀ

ଭୁବନେଶ୍ୱର: ଭୁବନେଶ୍ୱରରେ ହେବ ଇଣ୍ଡିଆନ ରୋଡ କଂଗ୍ରେସର ୮୪ତମ ଅଧିବେଶନ। ଏଥିରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ଯୋଗ ଦେବାର କାର୍ଯ୍ୟକ୍ରମର ରହିଛି। ନଭେମ୍ବର ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମୈଦାନରେ ଅଧିବେଶନ ଚାଲିବ ବୋଲି ସୂଚନା ମିଳିଛି।
Read More...

ଆଜି ଅବପାତର ରୂପ ନେଇପାରେ ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର: ବଙ୍ଗୋପସାଗରରେ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ଘନୀଭୂତ ହେଉଛି। ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ ଆହୁରି ଘନୀଭୂତ ହେବ। ୧୨ ଘଣ୍ଟାରେ ଲଘୁଚାପ କ୍ଷେତ୍ର ଅବପାତ ହେବାର ସମ୍ଭାବନା ରହତିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ବିଜୁଳି
Read More...

ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ବିଜେଡି ନେତା ବିକ୍ରମ ପଣ୍ଡା ଗିରଫ

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ପୋଲିସ ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅନ୍ୟମାନେ ହେଲେ ପୂର୍ବତନ ମେୟର ଶିବଶଙ୍କର ଦାସ (ପିଣ୍ଟୁ), ବିକ୍ରମ ପଣ୍ଡାଙ୍କ ସହଯୋଗୀ ମଦନ ଦଳେଇ ଏବଂ ପୂର୍ବତନ କର୍ପୋରେଟର ମଲେ ବିଶୋଇ।
Read More...

ପ୍ଲାଷ୍ଟିକ୍ ଖେଳନା ସହ ବେଆଇନ୍ ଗଞ୍ଜେଇ ଚୋରାଚାଲାଣ, ମହିଳା ଗିରଫ

ବାଲିଗୁଡ଼ା: ଚତୁରତାର ସହ ପ୍ଲାଷ୍ଟିକ୍ ଖେଳନା ସହ ବେଆଇନ୍ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡ଼ିବସିଲା ପୋଲିସ୍ । କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ପୋଲିସ୍ ପଞ୍ଝାରେ ଡ୍ରାଇଭର ସହ ଦୁଇ ଆନ୍ତଃ ରାଜ୍ୟ ମହିଳା ଗଞ୍ଜେଇ ମାଫିଆ । ୨୪୫ କେଜି ୧୫୦ ଗ୍ରାମ୍ ଓଜନର ଗଞ୍ଜେଇ ସହ ପିକ୍ ଅପ୍ ଭ୍ୟାନ୍ କୁ ଜବତ
Read More...

ସାନେ ତାକାଇଚି ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ, ଅଭିନନ୍ଦନ ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ଜାପାନକୁ ମିଳିଲା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ। ଦାୟିତ୍ବ ନେଲେ ସାନେ ତାକାଇଚି। ଜାପାନର ଲିବରାଲ ଡେମୋକ୍ରାଟିକ୍ ପାର୍ଟିର ଅଧ୍ୟକ୍ଷ ସାନେ ତାକାଇଚି ମଙ୍ଗଳବାର, ଅକ୍ଟୋବର ୨୧ ତାରିଖରେ ସଂସଦ ଦ୍ୱାରା ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି। ସାନେ ପ୍ରଧାନମନ୍ତ୍ରୀ ଭାବରେ
Read More...

ଅବସର ଘୋଷଣା କଲେ ଜମ୍ମୁ ଏବଂ କଶ୍ମୀରର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ କ୍ରିକେଟର

ନୂଆଦିଲ୍ଲୀ,୨୧।୧୦: ଦେଶ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ଜମ୍ମୁ ଏବଂ କଶ୍ମୀରର ପ୍ରଥମ କ୍ରିକେଟର ପରଭେଜ ରସୁଲ ଖେଳର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଏହା ୧୭ ବର୍ଷର ଚମତ୍କାର କ୍ୟାରିୟରର ଅନ୍ତ ଘଟାଇଛି, ଯାହା ସ୍ଥିର ପ୍ରଦର୍ଶନ ଏବଂ ଅନେକ ସଫଳତା ଦ୍ୱାରା ଚିହ୍ନିତ।
Read More...