ତିନି ଠାକୁରଙ୍କ ନୀଳାଦ୍ରି ବିଜେ

ସୁବର୍ଣ୍ଣପୁର : ନବ ଦିନାତ୍ମକ ଯାତ୍ରା ସାରି ମାଉସୀମା ମନ୍ଦିରରୁ ବାହୁଡା଼ ଯାତ୍ରା ଦିନରୁ ବାହାରି ଥିବା ଶ୍ରୀଜିଉଙ୍କ ତିନିରଥ ଆଜି ମଝିପଡାରୁ ରଥ ଖଳାକୁ ପହଞ୍ଚିଛି । ଆଜି ମଝିପଡା ଛକ ରେ ମହାପ୍ରଭୁଙ୍କଠାରେ ଭୋଗ ଲାଗି ହେବା ସହ ଆଳତୀ ନିତି କାନ୍ତି ପରେ ତିନିରଥକୁ ଭକ୍ତ ମାନେ ରଥ ଖଳା ଯାଏ
Read More...

ଗାୟତ୍ରୀ ଡିଜିଟାଲ୍ ଏକ୍ସରେ ଆଣ୍ଡ ଲାବ୍ରୋଟୋରୀକୁ ସିଲ୍ କଲା ଜିଲ୍ଲା ପ୍ରଶାସନ

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କେନାଲରୋଡ଼ସ୍ଥିତ ଏବି କମ୍ଲେକ୍ସରେ ଚାଲୁଥିବା ଗାୟତ୍ରୀ ଡିଜିଟାଲ୍ ଏକ୍ସରେ ଆଣ୍ଡ ଲାବ୍ରୋଟୋରୀକୁ ଆଜି ସିଲ୍ କରିଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ I ଉପଯୁକ୍ତ ଅଧିକାରୀଙ୍କ ଠାରୁ ବୈଧ ଅନୁମତିପତ୍ର ବା ଲାଇସେନ୍ସ ନ ନେଇ ମନଇଛା ଲାବ୍ରୋଟୋରୀରେ ପରୀକ୍ଷା
Read More...

ଷଷ୍ଠ ସାଧାରଣ ପରିଷଦ ସମୀକ୍ଷା ବୈଠକ, ଯୋଗ ଦେଲେ ବିଧାୟକ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ସାମୁହିକ ବିକାଶ ଦିଗରେ ଗୁରୁବାରଦିନ ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ଷଷ୍ଠ ସାଧାରଣ ପରିଷଦ ସମୀକ୍ଷା ବୈଠକ ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ବୈଠକ ରେ ବୌଦ୍ଧ ବିଧାୟକ ସରୋଜ କୁମାର l ପ୍ରଧାନ
Read More...

ରିଲ୍ସ୍ ଏଣ୍ଡ ରିଲ୍ସ ଓ ଷ୍ଟୁଡିଓ ୩୬୫

ବରଗଡ : ବଡ଼ ସହରର କଳାକାର ପାଖରେ ପର୍ଯ୍ୟାପ୍ତ ସୁଯୋଗ ରହିଛି, ହେଲେ ଗ୍ରାମାଞ୍ଚଳର ପ୍ରତିଭା ବଣମଲ୍ଲି ବଣରେ ଫୁଟି ମଉଳି ଯାଉଛି, ସେହି ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭାଙ୍କୁ ଲୋକ ଲୋଚନକୁ ଆଣିବ ରିଲ୍ସ୍ ଏଣ୍ଡ ରିଲ୍ସ ଓ ଷ୍ଟୁଡିଓ ୩୬୫ ବୋଲି ଆଜି ବରଗଡ ହୋଟେଲ ଗଣପତି ଠାରେ ଏକ ସାମ୍ବାଦିକ
Read More...

୩୦୦ କେଜି ଗଞ୍ଜେଇ ଜବତ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଅବକାରୀ ବିଭାଗକୁ ମିଳିଛି ସଫଳତା । ଗଜପତି ଅବକାରୀ ଅଧକ୍ଷକଙ୍କ ନିର୍ଦ୍ଦେଶରେ ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଂ ସମୟରେ ରାୟଗଡା ବ୍ଳକର ଜିରାଙ୍ଗ ଓ କଇଁପୁର ମଧ୍ୟରେ ଯାଉଥିବା ଏକ ମେକ୍ସପିକାପ୍ ଗାଡ଼ିକୁ ସନ୍ଦେହ ଜନକ ଯାଞ୍ଚ୍ ସମୟରେ
Read More...

ଅନୁଷ୍ଠିତ ହେଲା ସାହିତ୍ୟ ସୃଜନୀ ତାଲିମ ଶିବିର

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ନୋଡାଲ ହାଇସ୍କୁଲ ଧର୍ମଶାଳାଠାରେ ତ୍ରିଦିବସିୟ ସାହିତ୍ୟ ସୃଜନୀ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏ ତାଲିମ ଶିବିରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଲୋକନାଥ ମେହେର ଯୋଗଦେଇ କାର୍ଯ୍ୟକ୍ରମ ର ସାଫଲ୍ୟ
Read More...

ଆସନ୍ତାକାଲି ପଞ୍ଚାୟତ ସମିତି ଷଷ୍ଠ ସାଧାରଣ ପରିଷଦ ବୈଠକ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା କାର୍ଯ୍ୟାଳୟ ଠାରେ ପଞ୍ଚାୟତ ସମିତିର ଷଷ୍ଠ ସାଧାରଣ ପରିଷଦ ବୈଠକ ଆସନ୍ତାକାଲି ଗୁରୁବାର ଦିନ ଅନୁଷ୍ଠିତ ହେବାକୁ ଯାଉଛି l ବୈଠକ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ୯ନଂ ଜୋନ ଜିଲ୍ଲା ପରିଷଦ, ୭ ଓ ୮ ନମ୍ବର ଜୋନ ଜିଲ୍ଲା ପରିଷଦ ବ୍ଲକ ସ୍ତରୀୟ ସମସ୍ତ
Read More...

ପୁରୁଣାକଟକ ଠାରେ ସୁନାବେଶ ହେଲେ ତିନି ଠାକୁର

ହରଭଙ୍ଗା : ଆଜି ଜଗନ୍ନାଥ ଧାମ ରେ ମହାପ୍ରଭୁ ବଡ଼ ଠାକୁର ରଥାରୁଢ଼ ହୋଇ ସୁନାବେଶ ରେ ଭକ୍ତ ଙ୍କୁ ଦର୍ଶନ ଦେଇଥିବା ବେଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଠାରେ ବ୍ଲକ ର ସର୍ବ ପ୍ରଥମ ସୁନାବେଶ ତିନି ଠାକୁର ହୋଇଥିବା ଦେଖିବାକୁ ମିଳିଛି l ଆଜି ମହା ଆଡମ୍ବର ପୂର୍ଣ୍ଣ ଭାବେ ଜଗନ୍ନାଥ
Read More...

ଗୁଣି ଗାରେଡ଼ି ଉପରେ ଭରସା ମିଳୁନି ଚିକିତ୍ସା

ଦଶପଲ୍ଲା, : - ବର୍ଷାଋତୁ ଆସିଲେ ବଢ଼ୁଛି ବିଶାକ୍ତ ଜନ୍ତୁଙ୍କ ଭୟ। ରାସ୍ତାଘାଟ, ବାଡ଼ିମାଳ ଓ ବଣଜଙ୍ଗଲ ଆଦି ଲତାବୁଦାରେ ପରିପୂର୍ଣ୍ଣ ହୋଇ ରହିଥାଏ। ଏଥିସହିତ ବିଭିନ୍ନ ବିଶାକ୍ତ ଜନ୍ତୁ ତଥା ସାପ ଓ ବିଛାଙ୍କ ଅଧିକ ଚଳପ୍ରଚଳ ରହିଥାଏ। ଯାହାକି ସେମାନେ ଆଘାତପ୍ରାପ୍ତ ହେବାପରେ ମନୁଷ୍ୟଙ୍କୁ
Read More...

ନିଜ ଖର୍ଚ୍ଚରେ ପୋଲ ନିର୍ମାଣ କଲେ ଗ୍ରାମବାସୀ

ଫୁଲବାଣୀ : ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ହେଲେ ଟଙ୍କା ସବୁର ସତରେ ବିନିଯୋଗ ହୋଇପାରୁନାହିଁ। ଫଳରେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣ ନାହିଁ ନଥିବା ଦୁର୍ଦଶା ଭୋଗୁଥିବା ଦେଖିବାକୁ ମିଲୁଛି। କିଛି ଗ୍ରାମାଞ୍ଚଳରେ ବସବାସ କରୁଥିବା
Read More...