ଗାଡ଼ିରୁ ଜବତହେଲା ୪୦ କେଜି ଗଞ୍ଜେଇ,୨ ଗିରଫ
ସୁବର୍ଣ୍ଣପୁର,୨୫/୨- ଗଞ୍ଜେଇ କରିଡ଼ରରେ ପରିଣତ ହୋଇଛି ସୁବର୍ଣ୍ଣପୁର । ଜିଲ୍ଲା ମଧ୍ୟ ଦେଇ ବିପୁଳ ପରିମାଣରେ ବେଆଇନ ଭାବେ ଆନ୍ତଃ ରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ହେଉଛି । ଏହି ବେଳାରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଧରପଗଡ଼ କରାଯାଉଛି । ଆଜି ପୁଣି ବିପୁଳ ପରିମାଣର ଗଂଜେଇ ଜବତ!-->…
Read More...
Read More...