ଭାରତ ଯୋଡଯାତ୍ରାକୁ କଂଗ୍ରେସ ପକ୍ଷରୁ ସ୍ୱାଗତ

କୋକସରା,୨୫/୧- ସାରା ଦେଶରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାରେ ଅଦ୍ଭୁକ୍ଷତପୂର୍ବ ସଫଳତା ମିଳିବାରେ ଲାଗିଛି । କଂଗ୍ରେସର ଆଦର୍ଶ ଓ ଦେଶରେ ଏକ ଭାଇଚାରା ପରିବେଶ ସୃଷ୍ଟି ପାଇଁ ରାହୁଲ ଗାନ୍ଧୀଙ୍କ ଏହି ଯାତ୍ରାରେ ଅନେକ ଲୋକେ ଯୋଡି ହୋଇଛନ୍ତି । ତେବେ ଓଡିଶାରେ ପିସିସି ସଭାପତି ଶରତ
Read More...

ମିନି ମାରାଥନ ଦୌଡ ପ୍ରତିଯୋଗିତା

ବାଲିଗୁଡା,୨୫/୧: କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଉପଖଣ୍ଡ ଉତ୍ସବ ପାଳନ କମିଟି ଆନୁକୂଲ୍ୟରେ ଉପଖଣ୍ଡ ପ୍ରଶାସନ ଓ ସୂଚନା ଲୋକ ସମ୍ପର୍କ ବିଭାଗ ତରଫରୁ ଏକ ମିନି ମାରାଥନ ଦୌଡ଼ ପ୍ରତିଯୋଗିତା ବୁଧବାର ପ୍ରତ୍ୟୁଷରେ ଆୟୋଜିତ ହୋଇଥିଲା । ଏହି ପ୍ରତିଯୋଗିତାକୁ
Read More...

ସୁବର୍ଣ୍ଣପୁରରେ ଜାତୀୟ ମତଦାତା ଦିବସ ପାଳିତ

ସୁବର୍ଣ୍ଣପୁର,୨୫/୧- ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଜାତୀୟ ସଙ୍ଗୀତ ଗାନପରେ ସମସ୍ତ ମତଦାତାଙ୍କୁ ସଂକଳ୍ପ ପାଠ କରାଇଥିଲେ
Read More...

ଭାଜପା ତରଫରୁ ହରଭଙ୍ଗ । ବ୍ଲକ ଘେରାଉ

ବୌଦ୍ଧ,୨୫/୧: ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଆଜି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ପ୍ରଧାନଙ୍କ ନେତୃତ୍ୱରେ ଏକ ବିଶାଳ ର‍୍ୟାଲିରେ ହଜାର ହଜାର ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହିତ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଏକତ୍ରିତ ହୋଇ ତହସିଲ ଅଫିସ ପାଖ
Read More...

ବୌଦ୍ଧ ଜିଲ୍ଲାରେ ତ୍ରୟୋଦଶ ଜାତୀୟ ମତଦାତା ଦିବସ ପାଳିତ

ବୌଦ୍ଧ,୨୫/୧: ବୌଦ୍ଧ ଜିଲ୍ଲାରେ ଚଳିତବର୍ଷ ତ୍ରୟୋଦଶ ଜାତୀୟ ମତଦାତା ଦିବସ ସ୍ଥାନୀୟ ଟାଉନହଲ ଠାରେ ପାଳିତ ହୋଇଯାଇଛି । ଏଥିପୂର୍ବରୁ ଉପରୋକ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଏକ ବିଶାଳ ମାନବ ଶୃଙ୍ଖଳର ପରିକଳ୍ପନା କରଯାଇଥିଲା ଓ ମାନବ ଶୃଙ୍ଖଳ କାଯ୍ୟକ୍ରମଟି ଆଜି ସକାଳ ସାଢେ ୮ଟାରେ
Read More...

କନ୍ଧମାଳ ଜିଲ୍ଲାର ମଶାଲ ଓ ସାଂସ୍କୃତିକ ଶୋଭାଯାତ୍ରା

ଫୁଲବାଣୀ,୨୫/୧- କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ପାଇଁ ଆଜି ସ୍ଥାନୀୟ ନାରାୟଣୀ ମନ୍ଦିରରୁ ଏକ ମଶାଲ ଓ ସାଂସ୍କୃତିକ ଶୋଭାଯାତ୍ରାକୁ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ । ଜିଲ୍ଲାର ବିଭିନ୍ନ ବ୍ଳକରୁ ଆସିଥିବା ଲୋକକଳା ନୃତ୍ୟ ମାଧ୍ୟମରେ
Read More...

ରାଜ୍ୟସ୍ତରୀୟ ମତଦାତା ଦିବସ ସମାରୋହରେ ବୌଦ୍ଧ ଜିଲ୍ଲା ପୁରସ୍କୃତ

ବୌଦ୍ଧ,୨୫/୧: ଆଜି ତ୍ରୟୋଦଶ ଜାତୀୟ ମତଦାତା ଦିବସ ପାଳନ ଅବସରରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସମାରୋହରେ ବୌଦ୍ଧ ଜିଲ୍ଲା ପୁରସ୍କୃତ ହୋଇଛି । ବୌଦ୍ଧ ଜିଲ୍ଲା ରାଜ୍ୟରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ୨୦୨୩ ରେ ପ୍ରଥମ ସ୍ଥାନ ପାଇଥିବାରୁ ବୌଦ୍ଧ ଜିଲ୍ଲାକୁ ଏହି
Read More...

ଡାକ୍ତର ନଥିବା ଯୋଗୁଁ ରୋଗୀ ହନ୍ତସନ୍ତ

ନନ୍ଦାହାଣ୍ଡି,୨୫/୧:- ନବରଙ୍ଗପୁର ଜିଲ୍ଲା ଉପାନ୍ତ ଅଂଚଳରେ ସ୍ୱାସ୍ଥ୍ୟ ସେବାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଡାକ୍ତର ଅଭାବ ଯୋଗୁଁ ରୋଗୀ ହନ୍ତସନ୍ତ ହେଉଛନ୍ତି । ଜିଲ୍ଲାରେ ସ୍ୱାସ୍ଥ୍ୟ, ଶିକ୍ଷା ଓ ଗମନାଗମନ ନିମନ୍ତେ ସରକାର ଅନେକ ଯୋଜନା କରିଛନ୍ତି । ରାଜ୍ୟ ସରକାର ନବରଙ୍ଗପୁର ଜିଲ୍ଲାରେ
Read More...

ଗଜପତିର କାର୍ଟୁନିଷ୍ଟ ଆନ୍ତର୍ଜାତିକ ସ୍ତରରେ ପୁରସ୍କୃତ

ପାରଳାଖେମୁଣ୍ଡି,୨୫/୧:- ଗଜପତି ଜିଲ୍ଲା ପ୍ରଶାସନ ପାରଳାଖେମୁଣ୍ଡି ସହରର କାର୍ଟୁନିଷ୍ଟ ଏମ୍‌ ଶେଖର ରାଓ ଆନ୍ତଃର୍ଜାତିକ କାର୍ଟୁନ ଚିତ୍ର ପ୍ରତିଯୋଗିତାରେ ସଫଳ ପଦର୍ଶନ କରି ଦ୍ୱିତୀୟସ୍ଥାନ ଅଧିକାର କରିଥିବା ଜଣା ପଡିଛି । ଡିସେମ୍ବର ମାସରେ ୟୁରୋପର କ୍ରୋଏସିଆର ଜର୍ଗିବ ସହରରେ ଅନୁଷ୍ଠିତ
Read More...

ବ୍ରାହ୍ମଣୀଗାଁ ଥାନା ଓ ଅବକାରୀ ବିଭାଗର ଚଢ଼ଉ,୧୬୦ କେଜି ମହୁଲ ପୋଚ ନଷ୍ଟ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୫/୧:- କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ଓ ଥାନା ପୋଲିସ ପକ୍ଷରୁ ଚଢ଼ାଉକରି ୧୬୦ କେଜିର ମହୁଲ ପୋଚ ନଷ୍ଟ କରିବାସହ ସେଥିରେ ବ୍ୟବହୃତ ସାମଗ୍ରୀ ଜବତ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଅଞ୍ଚଳରେ ଦେଶୀ ମଦ
Read More...