ପିନାକୀ-ମହୁଆଙ୍କ ରିସେପ୍ସନରେ ସାମିଲ ହେଲେ ଏହି ସବୁ ବଡ ନେତା

ନୂଆଦିଲ୍ଲୀ, : ଜର୍ମାନୀରେ ବାହାଘର ଆଉ ଦିଲ୍ଲୀରେ ଦେଲେ ରିସେପ୍ସନ। ନିଜ ବାହାଘରକୁ ନେଇ ଚର୍ଚ୍ଚାରେ ଥିବା ଯୋଡି ପିନାକୀ ମିଶ୍ର ଓ ମହୁଆ ମୋଇତ୍ରା ମଙ୍ଗଳବାର ରାତିରେ ଦିଲ୍ଲୀର ଏକ ତାରକା ହୋଟେଲରେ ତାଙ୍କ ରିସେପ୍ସନ ଭୋଜି ଦେଇଛନ୍ତି । ଏହି ଉତ୍ସବରେ ଦେଶର ବହୁ ବିଶିଷ୍ଟ ରାଜନୈତିକ
Read More...

ଧର୍ମ ଆମକୁ ନିଜର ହେବା ଶିଖାଏ:ମୋହନ ଭାଗବତ

ନୂଆଦିଲ୍ଲୀ- ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ବୁଧବାର କହିଛନ୍ତି ଯେ ଧର୍ମ ହେଉଛି ପରମ ସତ୍ୟ ଏବଂ ଏହି ପଥକୁ ଦାୟିତ୍ୱର ସହ ଅନୁସରଣ କରିବା ଦ୍ୱାରା ସମାଜକୁ ଶାନ୍ତିପୂର୍ଣ୍ଣ ରଖିବାରେ ସାହାଯ୍ୟ ମିଳିବ।ଏଠାରେ ଧର୍ମ ଜାଗରଣ ନ୍ୟାସର କାର୍ଯ୍ୟାଳୟର ଉଦଘାଟନ ଅବସରରେ
Read More...

ଡ୍ରଗ ନିୟନ୍ତ୍ରଣ ବିଭାଗର ମୁଖ୍ୟ ବିଜ୍ଞାନୀ ଅଧିକାରୀ ଦେବାଶିଷ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସମ୍ବଲପୁର- ସମ୍ବଲପୁର ସ୍ଥିତ ରାଜ୍ୟ ଡ୍ରଗ ପରୀକ୍ଷା ଲାବୋରେଟୋରୀରେ ପଦସ୍ଥ ମୁଖ୍ୟ ବିଜ୍ଞାନୀ ଅଧିକାରୀ ଦେବାଶୀଷ ପଣ୍ଡାଙ୍କ ସ୍ଥାନୀୟ ଗ୍ରେଟର ସମ୍ବଲପୁର ସ୍ଥିତ ବାସଭବନରେ ରାଜ୍ୟ ଭିଜିଲାନ୍ସ ବିଭାଗୀୟ ଅଧିକାରୀମାନେ ଚଢ଼ାଉ କରିଛନ୍ତି। ତାଙ୍କ ବିରୁଦ୍ଧ ରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳର
Read More...

ନିଜର ବନ୍ଧୁଙ୍କ ସ୍ବାମୀଙ୍କୁ ବିବାହ କରିଥିଲେ ହଂସିକା, ମାତ୍ର 2 ବର୍ଷ ପରେ ହୋଇଗଲା ବିଚ୍ଛେଦ !

ଦକ୍ଷିଣ ଭାରତୀୟ ଅଭିନେତ୍ରୀ ହଂସିକା ମୋଟଓ୍ବାନୀଙ୍କୁ ନେଇ ଆସିଲା ବଡ ଖବର । ଏହା ତାଙ୍କର କୌଣସି ଫିଲ୍ମକୁ ନେଇ ନୁହେଁ, ବରଂ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆସିଛି । କୁହାଯାଉଛି ସେ ତାଙ୍କ ସ୍ବାମୀ ସୋହେଲ କଥୁରିଆଙ୍କଠାରୁ ଅଲଗା ହୋଇଛନ୍ତି । ଏହା ଆନୁଷ୍ଠାନିକ ଭାବେ ଉଭୟ କୌଣସି ଘୋଷଣା
Read More...

ଖୁବଶୀଘ୍ର ଏସିଆ କପ୍ ପାଇଁ ହୋଇପାରେ ଭାରତୀୟ ଦଳ ଘୋଷଣା, ଏହି ତିନି ଖେଳାଳି ଖେଳିବା ପକ୍କା !

ନୂଆଦିଲ୍ଲୀ: ଏସିଆ କପ୍ 2025 ସେପ୍ଟେମ୍ବର 9 ରୁ ଆରମ୍ଭ ହେବାକୁ ଯାଉଛି, ଯାହା ପାଇଁ ଏପର୍ଯ୍ୟନ୍ତ ଭାରତୀୟ ଦଳ ଘୋଷଣା କରାଯାଇ ନାହିଁ। ଆଶା କରାଯାଉଛି ଯେ ଏହି ମାସର ତୃତୀୟ ସପ୍ତାହ ସୁଦ୍ଧା ଦଳ ଘୋଷଣା କରାଯିବ।ଟେଷ୍ଟ ଅଧିନାୟକ ଗିଲ୍ ଏବଂ ଯଶସ୍ୱୀ ଜୟସୱାଲ ଭାରତର ଶେଷ କିଛି ଟି-20 ମ୍ୟାଚ୍
Read More...

ମାଓପ୍ରବଣ ଅଞ୍ଚଳରେ ଆଠ ବର୍ଷ ପରେ ଖୋଲିଲା ପୋଲିସ୍ ଫାଣ୍ଡି

ବାଲିଗୁଡ଼ା: ମାଓ ପ୍ରବଣ ଅଞ୍ଚଳରେ ଦୀର୍ଘ ଆଠ ବର୍ଷ ପରେ ପୁଣି ଖୋଲିଲା ପୋଲିସ୍ ଫାଣ୍ଡି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଧୀନସ୍ଥ ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ବୁଡାଗୁଡ଼ା ଗ୍ରାମରେ ଏସପି ହରିଶ ବିଶି ଥାନା ଫାଣ୍ଡିର ଶୁଭ ଉଦଘାଟନ କରିଛନ୍ତି । ବହୁ ବର୍ଷ ପୂର୍ବରୁ ବୁଡାଗୁଡ଼ା
Read More...

ଜଳ ବିନା ମାଛ ଯେମିତି ଛଟପଟ ହୁଏ, ବିରୋଧୀଙ୍କ ଅବସ୍ଥା ସେୟା: ଆଇନ ମନ୍ତ୍ରୀ

ଭୁବନେଶ୍ବର : ଆଇନଶୃଙ୍ଖଳା ନେଇ ବିରୋଧୀଙ୍କ ଅଭିଯୋଗ ଉପରେ କଡ଼ା ଜବାବ ରଖିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ରାଜନୀତି ରୁଟି ସେକିବା ହେଉଛି ବିରୋଧୀଙ୍କ କାମ । ବିରୋଧୀ ରାଜନୀତି କରିବା ପାଇଁ ଅଯଥାରେ ନିଜ ରାଜ୍ୟକୁ ବଦନାମ କରୁଛନ୍ତି ।
Read More...

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟିଲେ ଓଡିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ

ଭୁବନେଶ୍ଵର : ଆଜି ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତତ୍ଵାବଧାନରେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଓଡିଶା ସରକାର ଡ଼ ମୁକେଶ ମହାଲିଙ୍ଗ ତାଳଚେରର ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଏବଂ ଫୁଲବାଣୀ ର ସରକାରୀ ମେଡିକାଲ କଲେଜର ୨୦୨୫-୨୬
Read More...

ଓଡ଼ିଶାରେ ଖଣି ଓ ଲଜିଷ୍ଟିକ୍ସ କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ ପ୍ରସ୍ତାବିତ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବା…

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାରେ ଖଣି, ଲଜିଷ୍ଟିକ୍ସ ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ ଏକ ପ୍ରସ୍ତାବିତ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବା ଦିଗରେ ଆଲୋଚନା କରିବା ପାଇଁ ମଙ୍ଗଳବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ
Read More...

ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ପରଲୋକ

ନୂଆଦିଲ୍ଲୀ। ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ଦୀର୍ଘ ଦିନର ଅସୁସ୍ଥତା ପରେ ମଙ୍ଗଳବାର ଦିନ ୭୯ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି । ଆଜି ଅପରାହ୍ନ ପ୍ରାୟ ୧ଟାରେ ନୂଆଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି, ଯେଉଁଠାରେ ସେ ଚିକିତ୍ସାଧୀନ
Read More...