କଣ୍ଟାମାଳକୁ ଉପଖଣ୍ଡ,ଏନଏସି ଦାବି, ବାର ଘଣ୍ଟିଆ କଣ୍ଟାମାଳ ବନ୍ଦ ସମ୍ପୂର୍ଣ୍ଣ ସଫଳ
ମନମୁଣ୍ଡା: କଣ୍ଟାମାଳକୁ ସବଡ଼ିଭିଜନ,ଏନଏସି ଓ ଏଠାରେ ଏକ ସବଜେଲ ପ୍ରତିଷ୍ଠା ଦାବିରେ କଣ୍ଟାମାଳ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଦିଆଯାଇଥିବା ୧୨ଘଣ୍ଟିଆ କଣ୍ଟାମାଳ ବନ୍ଦ ଡାକରା କ୍ରମେ ଆଜି ସକାଳ ୬ଘଣ୍ଟା ଠାରୁ କଣ୍ଟାମାଳ ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ସଫଳ ହୋଇଛି l ସକାଳୁ ସଚେତନ ନାଗରିକ!-->…
Read More...
Read More...