ରେଳବାଇ କର୍ମଚାରୀଙ୍କ ପାଇଁ ବଡ ଘୋଷଣା

ନୂଆଦିଲ୍ଲୀ : ଭାରତୀୟ ରେଳବାଇ ନିଜ କର୍ମଚାରୀଙ୍କ ପାଇଁ ଏକ ବଡ ଘୋଷଣା କରିଛି । ରେଳ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଏସବିଆଇରେ ବେତନ ଖାତା ଥିବା କର୍ମଚାରୀଙ୍କୁ ଏକ କୋଟି ଟଙ୍କାର ଦୁର୍ଘଟଣା ମୃତ୍ୟୁ ବୀମା ମିଳିବ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କର ଉପସ୍ଥିତିରେ ସୋମବାର
Read More...

ଉପରମୁଣ୍ଡରେ ବର୍ଷା,ଖୋଲିଲା ହୀରାକୁଦର ୬ ଫାଟକ

ହୀରାକୁଦ: ଉପରମୁଣ୍ଡରେ ବର୍ଷା ସହ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ୬ଟି ଫାଟକ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ଅପରାହ୍ଣ ୩ଟାରେ ୨ଟି ଏବଂ ୫ଟାରେ ଅତିରିକ୍ତ ୪ଟି ଫାଟକ ଖୋଲାଯାଇଥିଲା। ସୂଚନା ଅନୁସାରେ, ମଙ୍ଗଳବାର ରାତି ୯ଟାରେ
Read More...

ୱେଲ ମାର୍କଡ ଲୋପ୍ରେସରେ ପରିଣତ ହେଲା ଲଘୁଚାପ

ଭୁବନେଶ୍ୱର: ୱେଲ ମାର୍କଡ ଲୋପ୍ରେସରେ ପରିଣତ ହେଲା ଲଘୁଚାପ। ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଟୁଇନ୍‌ସିଟିରେ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ୪ ଘଣ୍ଟାରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସମ୍ଭାବନା ରହିଛି।
Read More...

ଚନ୍ଦ୍ରଗ୍ରହଣ ଉପଲକ୍ଷେ ଶ୍ରୀମନ୍ଦିରରେ ନୀତିକାନ୍ତି ନିର୍ଘଣ୍ଟ ସ୍ଥିର

ପୁରୀ: ଆସନ୍ତା ୭ ସେପ୍ଟେମ୍ବର ରବିବାର ଚନ୍ଦ୍ରଗ୍ରହଣ ଉପଲକ୍ଷେ ଶ୍ରୀମନ୍ଦିରରେ ନୀତିକାନ୍ତି ନିର୍ଘଣ୍ଟ ସ୍ଥିର ହୋଇଛି। ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଗ୍ରହଣ ନୀତି ଅନୁଯାୟୀ, ରବିବାର ମଧ୍ୟାହ୍ନ ୧୨ଟା ୫୭ ମିନିଟ୍‌ରୁ ପାକ ତ୍ୟାଗ କରାଯିବ ଏବଂ ଦେବ ନୀତି ନିଷେଧ ରହିବ।
Read More...

ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଦୁଗ୍ଧ ଚାଷୀମାନଙ୍କୁ ପିଏମ୍‌ଏମ୍‌ୱାଇ ସହ ସଂଯୋଗ କରିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱ

ଭୁବନେଶ୍ୱର: ଓଡ଼ିଶାରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଦୁଗ୍ଧ ଚାଷୀମାନଙ୍କୁ ପିଏମ୍‌ଏମ୍‌ୱାଇ (ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା) ସହ ଅଧିକ ସଂଖ୍ୟାରେ ସଂଯୋଗ କରିବା ଉପରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ଗୁରୁତ୍ୱାରୋପ କରିଛନ୍ତି । ଚଳିତ ସେପ୍ଟେମ୍ବର ୨ ତାରିଖ ଦିନ କଟକ ଜିଲ୍ଲାର
Read More...

ଆପଣ କନ୍ନଡ ଜାଣନ୍ତି କି… ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ପ୍ରଶ୍ନର ଉତ୍ତର ଏମିତି ଢଙ୍ଗରେ ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ-କର୍ଣ୍ଣାଟକ ଗସ୍ତ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ସ୍ବାଗତ କରିଥିଲେ । ଏହି ଅବସରରେ ରାଷ୍ଟ୍ରପତିଙ୍କୁ ହସ ହସ ମୁହଁରେ ପଚାରିଥିଲେ ଆପଣ କନ୍ନଡ ଜାଣନ୍ତି କି? ଏହି ପ୍ରଶ୍ନ ଉପସ୍ଥିତ ଜନତାଙ୍କ ମଧ୍ୟରେ ହସର ବାତାବରଣ ସୃଷ୍ଟି କରିଥିଲା ।
Read More...

ମାଲକାନଗିରି: ପ୍ରବଳ ବର୍ଷାରେ ବୁଡ଼ିଲା ୪ ପୋଲ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗତକାଲି ସନ୍ଧ୍ୟା ସମୟରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲଗାଣ ବର୍ଷା ହୋଇଛିା ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ଥିବା ୪ଟି ପୋଲ ଉପରେ ୫ ଫୁଟ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଓଡିଶା ସୀମାନ୍ତ ମୋଟୁ ସହ ପଡ଼ୋଶୀ ରାଜ୍ୟ ଆନ୍ଧ୍ର ଓ ତେଲଙ୍ଗାନାକୁ ଯୋଗାଯୋଗ
Read More...

ମିଠା ଦୋକାନୀଙ୍କୁ ୧୪୧ କୋଟିର ଆୟକର ନୋଟିସ

ବୁଲନ୍ଦସହର: ଉତ୍ତର ପ୍ରଦେଶର ବୁଲନ୍ଦସହର ଜିଲା ଅନ୍ତର୍ଗତ ଖୁର୍ଜା ନଗର କୋଟୱାଲିରେ ଜଣେ ମିଠା ଦୋକାନୀଙ୍କୁ ୧୪୧ କୋଟି ଟଙ୍କାର ଆୟକର ନୋଟିସ ମିଳିଛି। ଏଭଳି ନୋଟିସ ପାଇବାପରେ ସଂପୃକ୍ତ ଦୋକାଦୀ ଓ ତାଙ୍କ ପରିବାର ବିସ୍ମିତ ହୋଇପଡିଛନ୍ତି। ସୁଧୀର ଗୁପ୍ତ ନାମକ ଏକ ବ୍ୟକ୍ତିଙ୍କର ଏକ
Read More...

ଷ୍ଟାର୍କ ଆଉ ଖେଳିବେନି ଟି-୨୦

ନୂଆଦିଲ୍ଲୀ- ଟି-୨୦ କ୍ରିକେଟରୁ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଅବସର ଘୋଷଣା କରିଛନ୍ତି। ଆଗକୁ ସେ ଦିନିକିଆ ଏବଂ ଟେଷ୍ଟ କ୍ରିକେଟ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଲାଗି ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି। ଏହି ବାମହାତୀ ବୋଲର ୬୫ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ
Read More...

ଦୁଇ ଗ୍ରାମବାସୀଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲା ଅନ୍ତର୍ଗତ ସିରସେଟ୍ଟୀ ପଂଚାୟତର ଦୁଇ ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ମୃତକମାନେ ହେଲେ ପଦାମ ପୋଜ୍ଜା ଏବଂ ପଦାମ ଦେବେନ୍ଦ୍ର। ପୋଲିସ ସୂଚନଦାତା ଦର୍ଶାଇ ରହି ଦୁଇ ଜଣ ଗ୍ରାମବାସୀଙ୍କୁ ଅତି ନିର୍ମମ ଭାବେ
Read More...