ଉପଭୋକ୍ତାଙ୍କ ପାଇଁ ଖୁସି ଖବର , କମିଲା ଏଲପିଜି ସିଲିଣ୍ଡର ଦର
ନୂଆଦିଲ୍ଲୀ: ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ପହିଲାରୁ ଗ୍ୟାସ୍ ଦରରେ ବଡ଼ ଆଶ୍ୱସ୍ତି ମିଳିଛି । ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକ ଅଗଷ୍ଟ ୧ରୁ ଏଲପିଜି ସିଲିଣ୍ଡରର ଦର ହ୍ରାସ କରିଥିବା ଘୋଷଣା କରିଛନ୍ତି । ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୩୩.୫୦ ଟଙ୍କା କମିଛି ।!-->…
Read More...
Read More...