ଟେଷ୍ଟ ପରାଜୟରୁ ବର୍ତ୍ତିବା ପାଇଁ ବିସିସିଆଇକୁ ଗିଲ୍ ଦେଲେ ବିଶେଷ ପରାମର୍ଶ
ନୂଆଦିଲ୍ଲୀ: ଗୌତମ ଗମ୍ଭୀର ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ହେବା ପରଠାରୁ, ଟିମ୍ ଇଣ୍ଡିଆ ଟେଷ୍ଟ ସିରିଜରେ ଦୁଇଟି କ୍ଲିନ୍ ସୁଇପ୍ ହୋଇଛି । 2024 ଶେଷ ଭାଗରେ ନ୍ୟୁଜିଲାଣ୍ଡ ସେମାନଙ୍କୁ 3-0 ଏବଂ 2025 ଶେଷ ଭାଗରେ ଦକ୍ଷିଣ ଆଫ୍ରିକା ସେମାନଙ୍କୁ 2-0 ରେ ପରାସ୍ତ କରିଥିଲା।ଏପରି!-->…
Read More...
Read More...