ଆଉ ଖୋଲାରେ ଦିଆଯିବ ନାହିଁ ପେଟ୍ରୋଲ୍

ଭୁବନେଶ୍ୱର,୨୦।୭: ଓଡ଼ିଶାରେ ପେଟ୍ରୋଲ ପମ୍ପଗୁଡ଼ିକରେ ଏଣିକି ଖୋଲା ବୋତଲ କିମ୍ବା ପାତ୍ରରେ ପେଟ୍ରୋଲ ଦିଆଯିବ ନାହିଁ। କେବଳ ଗାଡ଼ିର ଇନ୍ଧନ ଟାଙ୍କିରେ ହିଁ ପେଟ୍ରୋଲ ଭରାଯିବ। ଏହି ନିଷ୍ପତ୍ତି ଆସନ୍ତାକାଲି, ଜୁଲାଇ ୨୧, ୨୦୨୫ରୁ କାର୍ଯ୍ୟକାରୀ ହେବ ବୋଲି ଓଡ଼ିଶା ପେଟ୍ରୋଲିୟମ ଡିଲର୍ସ
Read More...

ଦୁର୍ଘଟଣାରେ ମୃତକ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୮ ଲକ୍ଷ ଟଙ୍କାର ସହାୟତା

ବୌଦ୍ଧ,୨୦ା୭ : ବୌଦ୍ଧ ଜିଲା ବଘିଆପଡା ଫାଣ୍ଡି ଅର୍ନ୍ତଗତ ଗଣ୍ଡିସର ( ବାରପୁଡା ଛକ ) ଠାରେ ଗତ ମଇ ୨୭ ତାରିଖ ଦିନ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ଏକ ଆଦିବାସୀ ପରିବାରର ବାପ ଝିଅଙ୍କ ମୃତ୍ୟୁ ହୋଇଥିଲା । ଟିକରପଡା ପଞ୍ଚାୟତର ଚରିଆପାଲି ଗ୍ରାମର ଗଜେନ୍ଦ୍ର ମଲିକ (୩୨) ଓ ତାଙ୍କ
Read More...

ବନ ବିଭାଗ ପକ୍ଷରୁ ମା ପାଇଁ ବୃକ୍ଷଟିଏ କାର୍ଯ୍ୟକ୍ରମ

ଜୁନାଗଡ଼ ୨୦/୭:-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କନ୍ଦସର୍ଗିଗୁଡା ଡିପି ଏଫ ବୃକ୍ଷ ରୋପଣ ଅଞ୍ଚଳ ସ୍ଥିତ କାନ୍ଦୁଳ ଡଙ୍ଗରି ଠାରେ ଆଜି ଜୁନାଗଡ଼ ବନ ବିଭାଗ ପକ୍ଷରୁ ମା ପାଇଁ ବୃକ୍ଷଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ ଅବସରରେ ରାଜ୍ୟ ସରକାରଙ୍କ ଜଙ୍ଗଲ
Read More...

ଅନ୍ତର୍ଜାତୀୟ ଚେସ ଦିବସ ପାଳିତ : ଅଗଷ୍ଟ ୧୪ରୁ ବୌଦ୍ଧରେ ରାଜ୍ୟ ସ୍ତରୀୟ ଚେସ ଚାମ୍ପିୟାନସିପ

ବୌଦ୍ଧ, ୨୦/୭:- ବୌଦ୍ଧ ସେଣ୍ଟ୍ ଜାଭିୟର୍ସ ପବ୍ଲିକ ସ୍କୁଲରେ ଅନ୍ତର୍ଜାତୀୟ ଚେସ ଦିବସ ପାଳିତ ହୋଇଯାଇଛି। ବୌଦ୍ଧ ଜିଲ୍ଲା ଚେସ ଆସୋସିଏସନ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅଲ ଓଡିଶା ଚେସ ଆସୋସିଏସନ ଉପ ସଭାପତି ତଥା ବୌଦ୍ଧ ଜିଲ୍ଲା ଚେସ ଆସୋସିଏସନ ସମ୍ପାଦକ ଶଙ୍କର ପ୍ରସାଦ ମିଶ୍ରଙ୍କ
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ସୁକାନ୍ତ ପାଣିଗ୍ରାହୀ;
କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ବିକାଶ ପାଇଁ ଦେଲେ ଏକାଧିକ

ବୌଦ୍ଧ: କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀର ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ସାମଗ୍ରିକ ତଥା ନିରନ୍ତର ବିକାଶ ନେଇ ବ୍ୟାପକ ଆଲୋଚନା କରିବା ସହ ଏକାଧିକ ମୂଲ୍ୟବାନ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ଫୁଲବାଣୀ ଦେଇ
Read More...

କୋରାପୁଟରେ ମର୍ମନ୍ତୁଦ ଦୁର୍ଘଟଣା, ଦୁଇ କାର୍ ଧକ୍କାରେ ଚାଲିଗଲା ୪ ଜୀବନ

କୋରାପୁଟ -ସୁନାବେଡ଼ା ଥାନା ସମ୍ମୁଖରେ ୨୬ ନଂ ଜାତୀୟ ରାଜପଥ ଉପରେ ମୃତଦେହ ରଖି କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ। ଗାଡ଼ି ଧକ୍କାରେ କୋରାପୁଟ ମେଡିକାଲରେ ଯୁବକଙ୍କ ମୃତ୍ୟୁ ଘଟଣାରେ ଅପରାଧିକୁ ଗିରଫ ଦାବିରେ ଥାନା ସମ୍ମୁଖରେ ଉତ୍ତେଜନା ସାହି ବାସିନ୍ଦାଙ୍କ ଉତ୍ତେଜନା।କୋରାପୁଟ
Read More...

ଶୁଟିଂ ବେଳେ ସୁପରଷ୍ଟାର ଶାହରୁଖ୍‌ ଖାନ୍‌ ଆହତ

ମୁମ୍ବାଇ: ମୁମ୍ବାଇରେ ଚଳଚ୍ଚିତ୍ର ‘କିଙ୍ଗ୍‌’ର ଶୁଟିଂ ବେଳେ ବଲିଉଡ୍‌ ସୁପରଷ୍ଟାର ଶାହରୁଖ୍‌ ଖାନ୍‌ଙ୍କ ପିଠିରେ ଆଘାତ ଲାଗିଛି। ଚିକିତ୍ସା ପାଇଁ ସେ ଆମେରିକା ଯାଉଥିବାବେଳେ ଏବେ ବ୍ରିଟେନରେ ଅବସ୍ଥାନ କରିଛନ୍ତି ଓ ସୁସ୍ଥ ହେଉଥିବା ଜଣାପଡ଼ିଛି। ତାଙ୍କ ସହ ତାଙ୍କ ପରିବାର ସଦସ୍ୟ ରହିଛନ୍ତି।
Read More...

ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ହେଲେ ବଳଙ୍ଗା ପୀଡିତା

ଭୁବନେଶ୍ୱର : ଏୟାରଲିଫ୍ଟ ହେଲେ ବଳଙ୍ଗୀ ପୀଡିତା । ଭୁବନେଶ୍ୱର ଏମ୍‌ସରୁ ଦିଲ୍ଲୀ ଏମ୍‌ସକୁ ଏୟାରଲିଫ୍ଟ ହେଲେ ବଳଙ୍ଗା ପୀଡିତା । ଗ୍ରୀନ୍‌ କରିଡର ଜରିଆରେ ବଳାଙ୍ଗା ପୀଡିତାଙ୍କୁ ଏୟାରଲିଫ୍ଟ କରାଯାଇଛି । ଭୁବନେଶ୍ୱର ଏମ୍ସ ଠାରୁ ଏୟାରପୋର୍ଟ ପର୍ଯ୍ୟନ୍ତ ଗ୍ରୀନ୍‌ କରିଡର କରାଯାଇଥିଲା । 
Read More...

ଦେଶଠାରୁ ବଡ କିଛି ନୁହେଁ, ପାକିସ୍ତାନ ବିପକ୍ଷ ମ୍ୟାଚରୁ ଓହରିଲେ ଧାୱନ ; ରଦ୍ଦ ହେଲା ମ୍ୟାଚ୍

ନୂଆଦିଲ୍ଲୀ- ଏବେ ଚାଲିଛି ବିଶ୍ୱ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍ । ଏଥିରେ ଭାରତ ଓ ପାକିସ୍ତାନ ଭାଗ ନେଇଛନ୍ତି । କିନ୍ତୁ ଭାରତୀୟ ଖେଳାଳିମାନେ ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳିବାକୁ ନାରାଜ ହେବାରୁ ଆଜି ହେବାକୁ ଥିବା ମ୍ୟାଚକୁ ରଦ୍ଦ କରାଯାଇଛି । ଏହି ଖେଳାଳିଙ୍କ ମଧ୍ୟରେ ଶିଖର ଧାୱନଙ୍କ
Read More...

ହଷ୍ଟେଲରୁ ଲୁଚି ପଳାଇଲେ ଦୁଇ ଛାତ୍ର

ବାଲିଗୁଡା:ସ୍କୁଲ୍ ହଷ୍ଟେଲରୁ ଲୁଚି ପଳାଇଲେ ଦୁଇଜଣ ଛାତ୍ର । କିଛି ବାଟ ଚାଲିଯିବା ପରେ ଓଏସ୍ଆରଟିସି ବସରେ ବସି ବାଲିଗୁଡ଼ା ବସ୍ ଷ୍ଟାଣ୍ଡରେ ପହଁଚିଥିଲେ ଦୁଇ ଛାତ୍ର । ସେଠାରୁ ଦୁଇଜଣ ମହିଳା ଦୁଇ ଛାତ୍ରଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଥାନାର ଜିମା ଦେଇଛନ୍ତି । ଏଭଳି ଘଟଣା ଦେଖିବାକୁ
Read More...