“ଆଦିବାସୀ ଶକ୍ତି ସମାବେଶ” ସଂସ୍କୃତି ଓ ପରମ୍ପରାର ଏକ ଅପୂର୍ବ ମିଳନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବାରିପଦାର ଛଉ ପଡ଼ିଆ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଆଦିବାସୀ ଶକ୍ତି ସମାବେଶକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତିଯେ, ଓଡ଼ିଶା ସାଂସ୍କୃତିକ ବୈଭବ ଚିତ୍ରପଟରେ ଜନଜାତି ସଂସ୍କୃତି ଏକ ସ୍ୱତନ୍ତ୍ର ସ୍ଥାନ
Read More...

ସୁବ୍ରତ ସେନାପତିଙ୍କୁ ଯୁବ ପୁରସ୍କାର ଓ ରାଜକିଶୋର ପାଢୀଙ୍କୁ ମିଳିବ ବାଳ ସାହିତ୍ୟ ପୁରସ୍କାର

ଭୁବନେଶ୍ବର: କେନ୍ଦ୍ର ସାହିତ୍ୟ ଏକାଡେମି ପକ୍ଷରୁ ଯୁବ ଓ ବାଳ ସାହିତ୍ୟ ପୁରସ୍କାର ଘୋଷିତ ହୋଇଛି। ଓଡ଼ିଆ  ଲେଖକ ସୁବ୍ରତ ସେନାପତିଙ୍କୁ ଯୁବ ପୁରସ୍କାର ଓ ରାଜକିଶୋର ପାଢୀଙ୍କୁ ମିଳିବ ବାଳ ସାହିତ୍ୟ ପୁରସ୍କାର। ଉଭୟଙ୍କୁ ପୁରସ୍କାର ବାବଦରେ ୫୦ ହଜାର ଟଙ୍କା ଲେଖାଏଁ ଦିଆଯିବ। ସୁବ୍ରତ
Read More...

ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନକୁ ନେଇ ଆସିଲା ବଡ଼ ଖବର

ଅହମଦାବାଦ : ଅହମଦାବାଦରେ ହୋଇଥିବା ଏୟାର ଇଣ୍ଡିଆ ବିମାନକୁ ନେଇ ସାମ୍ନାକୁ ଆସିଛି ବଡ଼ ଖବର । ୧୨ ବର୍ଷ ତଳର ଏହି ପୁରୁଣା ପ୍ଲେନର ଗୋଟିଏ ଇଞ୍ଜିନକୁ କିଛି ଦିନ ତଳେ ହିଁ ମରାମତି କରାଯାଇଥିଲା । ଏହାସହିତ ୩ ମାସ ତଳେ ଅର୍ଥାତ ମାର୍ଚ୍ଚ ମାସରେ ଇଞ୍ଜିନକୁ ବଦଳାଯାଇଥିଲା ବୋଲି ସୂଚନା ମିଳିଛି
Read More...

ମହାରାଷ୍ଟ୍ର ସ୍କୁଲରେ ହିନ୍ଦୀ ଆଉ ବାଧ୍ୟତାମୂଳକ ନୁହେଁ

ମହାରାଷ୍ଟ୍ର : ମହାରାଷ୍ଟ୍ର ସ୍କୁଲରେ ହିନ୍ଦୀ ଭାଷାକୁ ବାଧ୍ୟତାମୂଳକ କରିବା ନିଷ୍ପତ୍ତି ପରଠାରୁ ରାଜନୀତି ତୀବ୍ର ହୋଇଥିଲା । ଏବେ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ହିନ୍ଦୀକୁ 'ବାଧ୍ୟତାମୂଳକ' କରାଯିବ ନାହିଁ । ସାଧାରଣତଃ ହିନ୍ଦୀକୁ ତୃତୀୟ ଭାଷା
Read More...

ଆଇସିସି ଟେଷ୍ଟ ରାଙ୍କିଂ: ଟପ୍-୧୦ରେ ଯଶସ୍ୱୀ-ପନ୍ତ, ଜାଡେଜା ଓ ରାହୁଲଙ୍କ ଅବସ୍ଥା ହାଲ ବେହାଲ

ଲଣ୍ଡନ- ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ସହିତ ନୂତନ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଚକ୍ର ଆରମ୍ଭ କରିବ। ଏହି ଭାରତୀୟ ବ୍ୟାଟସମ୍ୟାନଙ୍କ ରାଙ୍କିଂ ବିଷୟରେ କହିବାକୁ ଗଲେ, ଅବସ୍ଥା ବହୁତ ଖରାପ। ଟପ୍-୨୦ରେ କେବଳ ୨ ଜଣ ବ୍ୟାଟସମ୍ୟାନ ଅଛନ୍ତି। ଯଶସ୍ୱୀ ଜୟସୱାଲ
Read More...

ସ୍ବାମୀଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କଲା ସ୍ତ୍ରୀ

ଗଞ୍ଜାମ: ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ମୁଣ୍ଡମରାଇ ଗାଁରୁ ଆସିଛି ପୁଣି ପାରିବାରିକ କଳହର କରୁଣ ପରିଣତି। ସ୍ବାମୀଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଥିଲେ ସ୍ତ୍ରୀ।ଖବର ପାଇ ଘଟଣାସ୍ଥଳରେ ଧରାକୋଟ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ସ୍ତ୍ରୀକୁ ଅଟକ
Read More...

ଆଗେଇଲା ମୌସୁମୀ, ରାଜ୍ୟରେ ବଡ ବର୍ଷା ସମ୍ଭାବନା

ଭୁବନେଶ୍ୱର : ବଙ୍ଗୋପସାଗରରେ ଥିବା ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେଇଛି । ଏବେ ରହିଛି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ । ପଶ୍ଚିମ-ଉତ୍ତର ପଶ୍ଚିମକୁ ମୁହାଁଇ ଆଉ ଟିକିଏ ଘନୀଭୂତ ହେବ ଆସନ୍ତା ୨୪ ଘଣ୍ଟାରେ । ଏପଟେ ମୌସୁମୀ ଆଗେଇବା ସହ ରାଜ୍ୟର
Read More...

ଖୋଲ ମହାବୀର ପ୍ରାଙ୍ଗଣରେ ଇପିଏଫ ( 95 ) ପେନସନ୍ ଧାରୀଙ୍କ ବୈଠକ

ଦଶପଲ୍ଲା : ନିଖିଳ ଉତ୍କଳ ଇପିଏଫ ପେନସନରସ୍ ଆସୋସିଏସନ୍ ନୟାଗଡଙ୍କର ଆନୁକୁଲ୍ୟରେ ଦଶପଲ୍ଲା ଖୋଲ ମହାବୀର ମନ୍ଦିର ପ୍ରାଙ୍ଗଣରେ ଇପିଏ ଫ୍ 95 ପେନସନ ଉପରେ ନୟାଗଡ ଜିଲ୍ଲାର ସମସ୍ତ ସଭ୍ୟ, ସଭ୍ୟା ମାନଙ୍କୁ ନେଇ ଏକ ବୈଠକ ହେଇଥିଲା । ଉକ୍ତ ବୈଠକ ସୁନ୍ଦର ମନୋରମ ପରିବେଶରେ ନୟାଗଡ଼ର ସଂଘ୍ ର
Read More...

ବଲାଙ୍ଗୀରଠାରେ ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ ଅନୁଷ୍ଠିତ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ପାଳନ ଅବସରରେ ବଲାଙ୍ଗୀର ଠାରେ ଆୟୋଜିତ ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଥିଲେଯେ, ରାଜ୍ୟରେ କୃଷକ ମାନଙ୍କୁ ସଶକ୍ତ କରିବା ପାଇଁ ସରକାର ସମସ୍ତ ପ୍ରକାର ଯାନ୍ତ୍ରିକ ଓ
Read More...

କାହିଁକି ସ୍ବିଜରଲାଣ୍ଡ ଏତେ ଧନୀ , ଜାଣନ୍ତୁ ରହସ୍ୟ

ବିଶ୍ୱରେ ପ୍ରାୟ ୧୯୫ଟି ଦେଶ ଅଛି। ପ୍ରତ୍ୟେକ ଦେଶର ନିଜସ୍ବ ବିଶେଷତ୍ୱ ଅଛି। କିଛି ଦେଶ ସେମାନଙ୍କର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ, କିଛି ସେମାନଙ୍କର ବୈଷୟିକ ବୁଝାମଣା ପାଇଁ। ସେହିପରି, କିଛି ଦେଶ ବହୁତ ଧନୀ ଏବଂ କିଛି ବହୁତ ଗରିବ। ବିଶ୍ୱର ସବୁଠାରୁ ଧନୀ ଦେଶ ବିଷୟରେ
Read More...