ଗଛ ପଡି ରାସ୍ତା ଅବରୋଧ, ଅଳ୍ପକେ ବର୍ତ୍ତିଲେ ପଥଚାରୀ

0 154

ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଜଗନାଥପୁର ପଞ୍ଚଯାତ ଅନ୍ତର୍ଗତ ଗାଦବାଗୁଡା ଗ୍ରାମର ଯାତାୟାତ କରୁଥିବା ରାସ୍ତା ଉପରେ ଦିନ ଦ୍ୱିପହରରେ ବର୍ଷା ପବନ ହେବା ଦ୍ୱାରା ବହୁଦିନର ଏକ ତେନ୍ତୁଳି ଗଛ ଭାଙ୍ଗି ରାସ୍ତା ଉପରେ ପଡି ଯାଇଛି । ଗଛ ପଡିଯିବା ଯୋଗୁଁ କୌଣସି ଧନ ଜୀବନ କ୍ଷୟ କ୍ଷତି ହୋଇ ନଥିବା ସୂଚନା ମିଳିଛି । ସ୍ଥାନୀୟ ଗ୍ରାମର ଲଛମନ ଗୌଡ଼ ଏହି ଖବର ମିଳିବା ପରେ ସଙ୍ଗେ ସଙ୍ଗେ ଦହଣ ଠାରେ ଥିବା ଅଗ୍ନିଶମ ବିଭାଗକୁ ଫୋନ କରି ଜଣାଇ ଥିଲେ କିନ୍ତୁ ଅଗ୍ନିଶମ ବିଭାଗ ଠାରେ ଗଛ କାଟିବା ନିମନ୍ତେ କୌଣସି ଉପକରଣ ନଥିବାରୁ ତେନ୍ତୁଳିଖୁଣ୍ଟି ଅଗ୍ନିଶମ ବିଭାଗକୁ ଜଣାଯାଇଥିଲା ।

hiranchal ad1
Leave A Reply

Your email address will not be published.

4 + 12 =