ପାମ୍ପଡ, ଆଚାର ଓ ମସଲା ପ୍ରସ୍ତୁତି ତାଲିମ ଶିବିର

0 88

କଣ୍ଟାମାଳ : ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ମାଧ୍ୟମରେ ସମାକୁପା ବନ ସୁରକ୍ଷା ସମିତି ଠାରେ ଆର.ଏସ୍‌ .ଇ.ଟି.ଆର ବୌଦ୍ଧ ସହାୟତାରେ ଦଶଦିନିଆ ପାମ୍ପଡ, ଆଚାର ଓ ମସଲା ପ୍ରସ୍ତୁତି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଶିକ୍ଷକ ଭାବରେ ଅମର ମହାପାତ୍ର, ବିଚିତ୍ରା ମହାପାତ୍ର, ସୁଷମା ଭୋଇ ଯୋଗଦେଇ ପାମ୍ପଡ, ଆଚାର ଓ ମସଲା ପ୍ରସ୍ତୁତିର ବିଭିନ୍ନ ପଦ୍ଧତି ଉପରେ ତାଲିମ ପ୍ରଦାନ କରିଥିଲେ । ୨୦ଜଣ ମହିଳା ତାଲିମ ଗ୍ରହଣ କରିଥିଲେ । ଆଗାମୀ ଦିନରେ ମହିଳାମାନଙ୍କର ଆର୍ଥିକ ଉନ୍ନତିରେ ସହାୟକ ହେବାର ଆଶା କରାଯାଏ । ଉକ୍ତ ଶିବିରରେ ସମିତର କୋଷାଧ୍ୟକ୍ଷ ଛବିଳ ପ୍ରଧାନ ପ୍ରକଳ୍ପର କର୍ମକର୍ତ୍ତା ପାର୍ଥସାରଥୀ ବଘାର, ରଞ୍ଜିତ ପଧାନ ଯୋଗଦେଇ ସହାୟତା ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

eleven + fifteen =