ତୁମାଣ୍ଡି ସେବା ସମବାୟ ସମିତି ସଭାପତି ହେଲେ ସିଲନ କୁମାର

0 183

ଦଶପଲ୍ଲା :ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ତୁମାଣ୍ଡି ସେବା ସମବାୟ ସମିତିରେ ଗତକାଲି ସଭାପତି ନିର୍ବାଚନ ଥିବା ବେଳେ ତୁମାଣ୍ଡି ସେବା ସମବାୟ ସମିତିର ସଭାପତି ପଦ ପାଇଁ ସିଲନ କୁମାର ଦଳବେହେରା ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ତାଙ୍କ ବିପକ୍ଷରେ ଆଉ କେହି ପ୍ରାର୍ଥୀପତ୍ର ଦାଖଲ କରି ନଥିଲେ । ତେଣୁ ସିଲନ୍‌ କୁମାର୍‌ ଦଳବେହେରାଙ୍କୁ ନିଦ୍ୱର୍ନ୍ଦରେ ବିଜେତା ବୋଲି ଘୋଷଣା କରାଯାଇଥିଲା । ଜଣେ ଦକ୍ଷ ଯୁବ ନେତୃତ୍ୱଙ୍କୁ ସଭାପତି ଭାବରେ ପାଇ ଅଂଚଳ ବାସୀ ଖୁବ୍‌ ଖୁସିଥିବା ଶୁଣିବାକୁ ମିଳୁଛି ।

hiranchal ad1
Leave A Reply

Your email address will not be published.

12 + 18 =