ବ୍ରିଜ ତଳେ ଭାସୁଛି ଅଜଣା ଯୁବକଙ୍କ ଶବ

0 565

କୋରାପୁଟ -କୋରାପୁଟ ସଦର ଥାନା ଅନ୍ତର୍ଗତ ଅମିନଗୁଡା ଛକ ଚିପାଗାଡ଼ ବ୍ରିଜ ତଳେ ଅଜଣା ଯୁବକଙ୍କ ଶବ ଭାସୁଥିବା ଦେଖିବାକୁ ମିଳିଛି । ଶବ ପାଖକୁ ଗଲେ ଦୁର୍ଗନ୍ଧ ହେଉଥିବା ପ୍ରତେକ୍ଷ୍ୟଦର୍ଶୀ କହିଛନ୍ତି । ହତ୍ୟା କି ଆତ୍ମାହତ୍ୟା ତାହା ଅଶ୍ୱଷ୍ଟ । ଆଜି ସକାଳୁ ଗୋଟିଏ ପଥଚାରି ଶୌଚ କରିବାକୁ ଯାଇଥିବା ବେଳେ ଶବ ଭାସୁଥିବା ଦେଖି ଅଞ୍ଚଳ ବାସୀଙ୍କୁ ସୂଚନା ଦେଇଥିଲେ । ଅଞ୍ଚଳବାସୀ ସ୍ଥାନୀୟ ସାଂସଦ ପ୍ରତିନିଧି ବାବୁଲା ବେନିୟାଙ୍କୁ ଜଣାଇଥିଲେ । ସାଂସଦ ପ୍ରତିନିଧି ଘଟଣା ସ୍ଥଳକୁ ଯାଇ ତଦାରଖ କରି ସଦର ପୋଲିସଙ୍କୁ ଫୋନ ମାଧ୍ୟମ ଜଣାଇଥିଲେ । ସଦର ପୋଲିସ ଘଟଣାସ୍ଥଳେ ପହଞ୍ଚି ତଦନ୍ତ କରୁଥିବା ଭାରପ୍ରାପ୍ତ ଅଧିକରୀ ଫକିର ମୋହନ ଖରା ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

three × 4 =