ଭୁବନେଶ୍ୱରରେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ

0 61

ଭୁବନେଶ୍ୱର: କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଶୁକ୍ରବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି।

hiring

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ସଚିବ ଉଷା ପାଢ଼ୀ ପ୍ରମୁଖ ମନ୍ତ୍ରୀ ଗଡ଼କରୀଙ୍କୁ ସ୍ବାଗତ କରିଥିଲେ। ଅନ୍ୟପକ୍ଷେ ମନ୍ତ୍ରୀ ଗଡ଼କରୀ ୮୪ତମ ରୋଡ କଂଗ୍ରେସ ସମାବେଶର ଉଦ୍‌ଘାଟନ କରିବେ।

hiranchal ad1
Leave A Reply

Your email address will not be published.

two + fifteen =