ଚତୁର୍ଥ ଥର ପାଇଁ ଜିଲ୍ଳା ବିଜେଡି ସଭାପତି ହେଲେ ସରୋଜ କର୍ଣ୍ଣ

0 117

ଫୁଲବାଣୀ :- ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ଭାବେ ସରୋଜ କର୍ଣ୍ଣଙ୍କ ନାମ ଘୋଷଣା କରିବା ସହ ଜିଲ୍ଲା କମିଟି ଘୋଷଣା କରିଛନ୍ତି । ଚତୁର୍ଥ ଥର ପାଇଁ ଜିଲ୍ଲା ସଭାପତି ଭାବେ ଚୟନ ହେବା ପରେ ଶ୍ରୀଯୁକ୍ତ କର୍ଣ୍ଣ ମାନ୍ୟବର ମୁଖ୍ୟ ମନ୍ତ୍ରୀ, କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ, ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ଓ ସମସ୍ତ ବିଧାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆଗମୀ ଦିନରେ ବିଜୁ ଜନତା ଦଳ କିପରି ସୁଦୃଢ ହେବ ଓ ଦଳ ପାଇଁ ଭଲ ପ୍ରଦର୍ଶନ କରିବେ ସେଥିପାଇଁ ଜିଲ୍ଲା ସଭାପତି ଗୁରୁତ୍ୱ ଦେବେ ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

14 − 1 =