ଶ୍ରୀମନ୍ଦିର ରତ୍ନ ସିଂହାସନ ନିକଟରେ ରକ୍ତଛିଟା

0 121

ପୁରୀ : ଶ୍ରୀମନ୍ଦିର ରତ୍ନ ସିଂହାସନ ନିକଟରେ ରକ୍ତଛିଟା । ଖେଇକୁ ନେଇ ଜଣେ ପତ୍ରୀ ସେବାୟତଙ୍କ ମୁଥ ମାଡ଼ରେ ଅନ୍ୟ ଜଣେ ପସରଦିଆ ଅଣସେବାୟତ ବାବୁଲି ପ୍ରଧାନଙ୍କ ନାକ ଫାଟି ଯାଇଥିବା ଜଣାପଡିଛି । ଅଘଟଣ ପରେ ଠାକୁରଙ୍କ ବଡ଼ ମହାସ୍ନାନ ହୋଇଛି । ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ପରେ ଘଟିଛି ଏଭଳି ଅଘଟଣ । ଆକ୍ରମଣ କାରୀ ସେବାୟତ ହେଲେ ମାଧବ ପତ୍ରୀ ।

hiranchal ad1
Leave A Reply

Your email address will not be published.

four × three =