କଂଗ୍ରେସ ପ୍ରତିନିଧି ଦଳର ବନ୍ୟା ଅଂଚଳ ପରିଦର୍ଶନ

0 82

ଦଶପଲ୍ଲା : ଆଜି ଓଡ଼ିଶା କଂଗ୍ରେସ ର ବନ୍ୟା ପରିସ୍ଥିତିର ଅନୁସନ୍ଧାନ କମିଟିର ଓଡ଼ିଶା କଂଗ୍ରେସର ବରିଷ୍ଠ କଂଗ୍ରେସ ନେତା ବିଭୂତି ମିଶ୍ର, ରବିନ୍ଦ୍ର ମଳିକ, ମନୋଜ କୁମାର ସାହୁ ମହୋଦୟ ଗଣିଆ ବ୍ଲକ ଆସି ବିଭିନ୍ନ ଗ୍ରାମ, ରାସ୍ତା, ଜମିବାଡ଼ିର ଅବସ୍ଥା କିଭଳି ଶୋଚନୀୟ ହୋଇଅଛି ଅନୁଧ୍ୟାନ କରି ଭୁବନେଶ୍ୱର ଫେରିଛନ୍ତି । ଏହି କମିଟିକୁ ସହଯୋଗ କରିଥିଲେ ଓ ସାଙ୍ଗରେ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ ଓଡ଼ିଶା ମହିଳା କଂଗ୍ରେସର ସମ୍ପାଦିକା -ଉମାରାଣୀ ପାଣି, ନୟାଗଡ଼ ଜିଲ୍ଲା ଆରଜିପିଆରଏସର ସଂଯୋଜକ ସୁକାନ୍ତ କୁମାର ଶତପଥୀ, ନୟାଗଡ଼ ଜିଲ୍ଲା ଓବିସି ସେଲର ଚେୟାରମ୍ୟାନ ନାରାୟଣ ସାହୁ, ଖଣ୍ଡପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକା ପ୍ରାର୍ଥୀ -ବିନୋଦିନି ମହାନ୍ତି, ଦଶପଲ୍ଲା ବ୍ଲକ୍‌ କଂଗ୍ରେସ ସଭାପତି ବୁଲୁ ପରିଡ଼ା, ଗଣିଆଁ ବ୍ଲକ କଂଗ୍ରେସ ସଭାପତି କାଶିନାଥ ନାଏକ, ଖଣ୍ଡପଡ଼ା ବ୍ଲକ୍‌ର ପୂର୍ବତନ କଂଗ୍ରେସ ସଭାପତି ବୈକୁଣ୍ଠନାଥ ପ୍ରଧାନ ଓ ଅନ୍ୟାନ୍ୟ କଂଗ୍ରେସ କର୍ମୀ ମାନେ ।

hiranchal ad1
Leave A Reply

Your email address will not be published.

two + nineteen =