ପଦ୍ମପୁର ଉପନିର୍ବାଚନ: ବିଜେଡି ଆଗରେ, ଭୋଟ୍‌ ବ୍ୟବଧାନ ୨୧ ହଜାର ଟପିଲା

0 161

ବରଗଡ଼ : ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନର ଭୋଟ୍‌ ଗଣତି ଗୁରୁବାର ସକାଳୁ ଆରମ୍ଭ ହୋଇଛି। ତେବେ ୧୧ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ଭାଜପାର ପ୍ରଦୀପ ପୁରୋହିତଙ୍କଠାରୁ ୨୧,୩୫୧ ଭୋଟ୍‌ରେ ଆଗୁଆ ଅଛନ୍ତି। ଏପର୍ଯ୍ୟନ୍ତ ବିଜେଡି ପ୍ରାର୍ଥିନୀ ବର୍ଷାଙ୍କୁ ୫୯,୪୧୬ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ଭାଜପାର ପ୍ରଦୀପଙ୍କ ସପକ୍ଷରେ ୩୮ ହଜାର ୦୬୫ ଖଣ୍ଡ ଭୋଟ୍‌ ଯାଇଛି। କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ୧୧ ରାଉଣ୍ଡ ସୁଦ୍ଧା ମାତ୍ର ୨୦୮୫ ଖଣ୍ଡ ଭୋଟ୍‌ ମିଳିଛି।

hiranchal ad1
Leave A Reply

Your email address will not be published.

four × two =