ସ୍ଥାୟୀ ହେବେ ୬ଶହ ଠିକା ଡାଟା ଏଣ୍ଟ୍ରି ଅପରେଟର

0 70

କଟକ : ସ୍ଥାୟୀ ହେବେ ୬ଶହ ଠିକା ଡାଟା ଏଣ୍ଟ୍ରି ଅପରେଟର । ଏନେଇ ବୁଧବାର ଦିନ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ୩ ମାସ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ସମସ୍ତ ୬ଶହ ଠିକା ଡାଟା ଏଣ୍ଟ୍ରିମାନଙ୍କୁ ଯଥାଶୀଘ୍ର ସମସ୍ତ ସୁବିଧା ସୁଯୋଗ ଦିଆଯାଉ । ଯାହାଦ୍ୱାର ବିଭିନ୍ନ ତହସିଲରେ କାମ୍‌ କରୁଥିବା ୬ଶହ ଠିକା ଡାଟା ଏଣ୍ଟ୍ରି ଅପେରଟର ଉପକୃତ ହେବେ ।

hiranchal ad1
Leave A Reply

Your email address will not be published.

eleven + seventeen =