ଦିବ୍ୟାଙ୍ଗ ସହକାରୀ ବ୍ଳକ ସାମାଜିକ ଅଧିକାରୀଙ୍କ ମହାନତା କାର୍ଯ୍ୟ

0 190

ପାଟଣାଗଡ : ପାଟଣାଗଡ଼ ବ୍ଳକ ସୁନାମୁଦୀ ପଞ୍ଚାୟତ ଘୁନଘୁଟିପାଲି ଗାଁର ପ୍ରଶୁରାମ ବାରଡେଲିଆଙ୍କୁ ଏକ ତିନି ଚକିଆ ସାଇକେଲ ବ୍ଳକ କାର୍ଯ୍ୟାଳୟ ପରିସରରେ ପ୍ରଦାନ କରାଯାଇଛି । ଜଣେ ଦିବ୍ୟାଙ୍ଗ ସହକାରୀ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ ଦାସ ଜଣେ ଦିବ୍ୟାଙ୍ଗଙ୍କୁ ସାଇକେଲ ପ୍ରଦାନ କରି ମହାନତା ଦେଖାଇଛନ୍ତି । ସାଇକେଲ ପ୍ରଦାନ ସମୟେ ରେ ସାମାଜିକ ସୁରକ୍ଷା ଅଧିକାରୀ କମଳାକାନ୍ତ ବାରିକ ଉପସ୍ଥିତ ଥିଲେ । ସାଇକେଲ ପାଇଥିବା ଦିବ୍ୟାଙ୍ଗ ଜଣକ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

19 + 2 =