ପୁଣି ମନ୍ଦିରରୁ ମୂର୍ତ୍ତି ଚୋରି କଲେ ଦୁର୍ବୃତ୍ତ

0 88

ପୁରୀ : ପୁଣି ଟାର୍ଗେଟରେ ମନ୍ଦିର । କଣାସ ବ୍ଲକ ବକୁ ପଞ୍ଚାୟତର ଇସ୍ନାହେଶ୍ୱର ମନ୍ଦିରରୁ ମୂର୍ତ୍ତି ଚୋରି କଲେ ଦୁର୍ବୁତ୍ତ । ଗତକାଲି ବିଳମ୍ବିତ ରାତିରେ ମନ୍ଦିର କବାଟ ଭାଙ୍ଗି ରାଧାକୃଷ୍ଣ,ଶିବ ଓ ଦୁର୍ଗା ମୂର୍ତ୍ତି ଚୋରି କରି ନେଇଛନ୍ତି ଦୁର୍ବୃତ୍ତ । ଆଜି ସକାଳୁ ମନ୍ଦିରକୁ ପୂଜା କରିବା ପାଇଁ ଯିବା ସମୟରେ ମନ୍ଦିରରୁ ଚୋରି ହେବା ନେଇ ଗ୍ରାମବାସୀଙ୍କୁ ଜଣାଇଥିଲେ ପୂଜକ । ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଜାରି ରଖିଛନ୍ତି । ସୂଚନା ଥାଉକି ଗତ କିଛିଦିନ ଧରି ସତ୍ୟବାଦୀ ଓ କଣାସର ବିଭିନ୍ନ ମନ୍ଦିରକୁ ଟାର୍ଗେଟ କରି ଦୁର୍ବୃତ୍ତ ଚୋରି କରୁଛନ୍ତି ।

hiranchal ad1
Leave A Reply

Your email address will not be published.

eighteen + nine =