ଆରଆଇଙ୍କୁ ଅଫିସରେ ମରଣାନ୍ତକ ଆକ୍ରମଣ

0 108

ଆନନ୍ଦପୁର: ଆନନ୍ଦପୁର ଆରଆଇଙ୍କ ଭିତରେ ପସି ଆରଆଇ ସୀମା ସିମନ୍ତୀନି ସାହୁଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦୁର୍ବୃତ୍ତମାନେ ତାଙ୍କ ଅଫିସ୍ ଭିତରେ ପଶି ମାରଣାସ୍ତ୍ରରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଆରଆଇ ସୀମା ସିମନ୍ତିନୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଆକ୍ରମଣ କରିବା ଅଭିଯୋଗରେ ବାଙ୍ଖିଡି ଗ୍ରାମର ଜଣଙ୍କୁ ଅଟକ ରଖି ପୋଲିସ୍ ପଚରାଉଚରା କରୁଛି । ଏପର୍ଯ୍ୟନ୍ତ ଆକ୍ରମଣର କାରଣ ଅସ୍ପଷ୍ଟ ଥିବା ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

17 + 17 =