ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ

0 74

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତୁରିକେଲା ବ୍ଲକ ୧୦ନମ୍ବର ଜୋନ ଜିଲ୍ଲା ସାଧରଣ ସଂପାଦକ ଫିରୋଜ ଖାନଙ୍କ ନେତୃତ୍ୱରେ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଆୟୋଜନ ହୋଇଥିଲା । କଂଗ୍ରେସ ଓ ବିଜେପିର ଶତାଧିକ କର୍ମୀ ଏହି ସମ୍ମିଳନୀରେ ଯୋଗ ଦେଇଥିବାରୁ ସ୍ୱାଗତ ଜଣାଇଥିଲେ । ଆଗାମୀ ନିର୍ବାଚନ ପାଇଁ ଆବଶ୍ୟକ ରଣନୀତି ସାଙ୍ଗେ ଆବଶ୍ୟକୀୟ ପଦକ୍ଷେପ ସମ୍ବନ୍ଧିତ ବିଷୟବସ୍ତୁ ଉପରେ ଚର୍ଚ୍ଚା କରିଥିଲେ । ଜିଲ୍ଲା ସାଧାରଣ ସଂପାଦକ, କର୍ମୀ ମଧ୍ୟ ନିଜନିଜ ମନ୍ତବ୍ୟ ପ୍ରସ୍ତୁତ କରିଥିଲେ । କାର୍ଯ୍ୟକାରୀ ସଭାପତି ପ୍ରମୋଦ କୁମାର ପାଣିଗ୍ରାହୀ, ଉତ୍ତର ପନିକା, ଦେବରତନ ମେହେର, ଉପେନ୍ଦ୍ର ମେହେର, ହେମବତୀ ଛତ୍ରୀୟା, ରାମସିଂ ବରିହା, ବହାଦୁର ବରିହା, ହଦାରୁ ନିହଲା, ଖୁସିରାମ ନାୟକ, ସଂଜୀବ ସାହୁ, ଇନ୍ଦ୍ର ମେହେର ଓ କଣ୍ଟାବାଞ୍ଜି ନଗର ସଭାପତି ଜଗନ୍ନାଥ ରାଓ ସାମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

four × four =