ଶାନ୍ତି, ଶୃଙ୍ଖଳାର ସହ ସଂପନ୍ନ ହେଲା ବୌଦ୍ଧର ସାନି ନିର୍ବାଚନ

0 170

ବୌଦ୍ଧ,୨୩/୫:- ଭାରତ ନିର୍ବାଚନ ଆୟୋଗ ୧୩ କନ୍ଧମାଳ ଲୋକସଭା କ୍ଷେତ୍ରର ୮୫ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୨ ଗୋଟି ମତଦାନ କେନ୍ଦ୍ର ୨୬ କିରାସିରା ଏବଂ ୨୮ ମହେଶ୍ୱର ପିଣ୍ଡାରେ ସାନି ମତଦାନ ପାଇଁ ଆଦେଶ ଦେଇଥିଲେ । ଆଦେଶ ଅନୁଯାୟୀ ଆଜି ଏହି ଦୁଇ କେନ୍ଦ୍ରରେ ସାନି ମତଦାନ ସକାଳ ୭ ଟା ରୁ ଆରମ୍ଭହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଶାନ୍ତି, ଶୃଙ୍ଖଳାର ସହ ସମାପିତ ହୋଇଥିଲା । ଭୋଟ ହାର ୭୯.୯୫ ରହିଥିଲା । ମହେଶ୍ୱରପିଣ୍ଡାରେ ୯୧୧ଜଣ ଓ କିରାସିରାରେ ୪୫୭ ଜଣ ମତଦାନ ସାବ୍ୟସ୍ତ କରିଥିଲେ ।

hiranchal ad1
Leave A Reply

Your email address will not be published.

one × 3 =