ସୋନିଆ ଗାନ୍ଧୀଙ୍କୁ ଇଡି ଜେରା ପ୍ରତିବାଦରେ ବୌଦ୍ଧ କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ

0 142

ବୌଦ୍ଧ : ଜାତୀୟ କଂଗ୍ରେସ କମିଟି ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ର ମୋଦି ସରକାରର ଏକଛତ୍ରବାଦ ନୀତି ଏବଂ ଭାରତ ସରକାରଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମିଥ୍ୟା ମାମଲାରେ କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ଜେରା କରିବା ପ୍ରତିବା ରେ ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟିର ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ବୌଦ୍ଧ କୋର୍ଟ ଛକ ସ୍ଥିତ ଡ. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଆଜି ପୂର୍ବାହ୍ନ ୧୦ ଘଣ୍ଟା ଠାରୁ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ କରାଯାଇଛି ।
ଏହି କାର୍ଯକ୍ରମରେ ଜିଲ୍ଲା କଂଗ୍ରେସ କମିଟି ର ବରିଷ୍ଠ ନେତା ସୁଧୀର କର୍ଣ୍ଣ, ସମରେଶ ମିଶ୍ର, ଶାନ୍ତନୁ ମହାପାତ୍ର, ତାରେନି ଜେନା, ଗଣେଶ ଅଗ୍ରୱାଲ, ଅର୍ଜୁନ ମହାନନ୍ଦିଆ, ବେଣୁଧର ମେହେର, ପ୍ରଦେଇପ ଦାସ, ଯାମିନି ମୁଖି, ରୋହିତ ବେହେରା, ଚିତ୍ତ ବେହେରା, ପୋଲାଷ୍ଟି ପ୍ରଧାନ, ସଞ୍ଜୀବ ଦେଓ, ଉଦ୍ଧବ ବେହେରା, ସୁଶିଲ ହୋତା, ଗଣ୍ଡଧର ସ୍ୱାଇଁ, ଛାତ୍ର କଂଗ୍ରେସ ସଭାପତି ବିକ୍ରମ ପ୍ରଧାନ, ଲିଗାଲ ସେଲ ସଭାପତି ବିଶ୍ୱଜିତ୍‌ ମିଶ୍ର, ରହିବ ଗାନ୍ଧୀ ପଞ୍ଚାୟତ ରଜ ସଂଗଠନ ସଭାପତି ସମରେନ୍ଦ୍ର ମହାକୁଡ, ନାରାୟଣ ବେହେରା, ମହିଳା କଂଗ୍ରେସ ସମ୍ପାଦିକା ମମତା ପଣ୍ଡା, କଂଗ୍ରେସ ନେତ୍ରୀ ପ୍ରଭାତୀ ବେହେରା, ମଞ୍ଜୁ ବେହେରା,ସ୍ୱତି ନାୟକ, ମିନତି ନାୟକ, ଝୁଣୁ ନୟକ୍‌, ସସ୍ମିତା ତରିଆ, ସରୋଜିନୀ ବେହେରା, ମେନକା ବେହେରା, ସେବା ଦଳ ସଭାପତି କନିଷ୍ଠ ରାଜହଂସ, ହରଭଙ୍ଗା ବ୍ଲକ ସଭାପତି ପଙ୍କଜ କର୍ଣ୍ଣ, ସମ୍ପାଦକ ସତ୍ୟନାରାୟଣ ବେହେରା, ସୋସିଆଲ ମିଡ଼ିଆ ଜିଲ୍ଲା ସଂଯୋଜୋକ ନୀତେଶ କୁମାର ମେହେର, ଚାଷୀ ନେତା ମନୋଜ ସାହୁ ପ୍ରମୁଖ ଯୋଗ ଦେଇ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ପାଳନ କରିଥିଲେ ।

hiranchal ad1
Leave A Reply

Your email address will not be published.

16 + 4 =