କୋରାପୁଟରେ ହେବ କ୍ୟାନସର ହସ୍ପିଟାଲ

0 132

କୋରାପୁଟ : କୋରାପୁଟରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବଡ଼ ଘୋଷଣା । କୋରାପୁଟରେ ୨ ଏକର ଜମିରେ ହେବ କ୍ୟାନସର ହସ୍ପିଟାଲ । ସିକ୍କଲ ସେଲ୍ ରୋଗୀଙ୍କ ପାଇଁ ଡାକ୍ତରଖାନାର ଓ ଗବେଷଣା କେନ୍ଦ୍ର ଖୋଲାଯିବ । ପ୍ରତି ଗ୍ରାମ ପଞ୍ଚାୟତରେ ହେବ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର । ଏଠାରେ ୧୨୦ ପ୍ରକାର ମାଗଣା ଔଷଧ ଓ ୧୬ ପ୍ରକାର ପରୀକ୍ଷା ବିନା ମୂଲ୍ୟରେ ହେବ । 

hiring

ସେହିଭଳି ନବରଙ୍ଗପୁରରେ ହେବ ମେଡ଼ିକାଲ କଲେଜ । ସବୁ ଜିଲ୍ଲା ଡାକ୍ତରଖାନାରେ MRI ଏବଂ CT ସ୍କାନ ସୁବିଧା ମିଳିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

hiranchal ad1
Leave A Reply

Your email address will not be published.

seventeen + twenty =