ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

0 21

ଦଶପଲ୍ଲା : ଦିନକୁ ଦିନ ଖୋର୍ଦ୍ଧା- ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଯାତ୍ରୀଙ୍କ ପାଇଁ ପାଲଟିଛି ମରଣଯନ୍ତା। ପ୍ରତିଦିନ ଏହି ଜାତୀୟ ରାଜପଥର ଦଶପଲ୍ଲା ଠାରୁ ବାଣିଗୋଛା ମଧ୍ୟରେ ଛୋଟ ବଡ ଦୁର୍ଘଟଣା ଘଟୁଥିଲାବେଳେ, ଆଜି ବାଣିଗୋଛା ଥାନା ଅନ୍ତର୍ଗତ ତାକୁଡା ଓ କୁଲୁରୁକୁମ୍ପା ମଧ୍ୟସ୍ଥଳରେ, ଅପରାହ୍ନ ୪ ଟା ସମୟରେ ଏକ କାର୍ ଆମ୍ବଗଛକୁ ଧକ୍କା ଦେବା ଫଳରେ ୫ ଜଣ ଗୁରୁତର ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ବାସିନ୍ଦା ଉଦ୍ଧାର କରି ଡାକ୍ତରଖାନାକୁ ପଠାଇ ଥିବାବେଳେ, ଘଟଣାସ୍ଥଳରେ ବାଣିଗୋଛା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

hiranchal ad1
Leave A Reply

Your email address will not be published.

twelve − 8 =