ଗଜପତି ଜିଲ୍ଲା ମହିଳା ସ୍ବେଚ୍ଛାସେବୀ ସଙ୍ଗଠନ ତରଫରୁ ମାସ୍କ ଓ ସାନିଟାଇଜର ବଣ୍ଟନ

0 329

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଏକ ନମ୍ବର ୱାଡ଼ରେ ରହୁଥିବା ସଫେଇ କର୍ମଚାରୀ ମାନଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରିବା ସହ ସେମାନଙ୍କୁ ଫୁଲ ମାଳ ଦେଇ ସଂମ୍ମାନୀତ କରିଥିଲେ । କରୋନା ଖାତିର ନ କରି ଯୋଦ୍ଧା ଭାବେ କାମ କରି ସଫେଇ କର୍ମଚାରୀ ମାନେ ନିଜର କର୍ତ୍ତବ୍ୟ କରି ଚାଲିଛନ୍ତି।ଜନସାଧାରଣଙ୍କୁ ସୁସ୍ଥ ରଖିବା ପାଇଁ ଏହି ସଫେଇ କର୍ମଚାରୀ ମାନେ ନିଜର କର୍ମ ଠିକ ଭାବେ ତୁଲାଉଥିବାରୁ ଏହି ସ୍ବେଚ୍ଛାସେବୀ ସଙ୍ଗଠନ ତରଫରୁ ସଂମ୍ମାନ ସହ ପ୍ରଶଂସା କରାଯାଇଛି। ଏହି ବଣ୍ଟନ କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ମହିଳା କାର୍ଯ୍ୟକାରୀ ସଭାନେତ୍ରୀ ସଂଯୁକ୍ତା ବେହେରା, ଭାରତୀ ପାତ୍ର ଏହି କାର୍ଯ୍ୟରେ ସମାଜ ସେବୀ ରାମନାଥ ମିଶ୍ର,ଅନୀଲ ବେହେରା,ଅଭିଜିତ ବେହେରା ପ୍ରମୁଖ ସହଯୋଗ କରିଥିଲେ।

hiranchal ad1
Leave A Reply

Your email address will not be published.

18 + 6 =