ବିଶ୍ୱ ମାତୃଭାଷା ଦିବସ ପାଳିତ

0 100

ଗଜପତି,୨୧/୨- ଆଜି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଶ୍ୱ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହସ୍ତାକ୍ଷର, ବତ୍କୃତା, ପ୍ରବନ୍ଧ, ଅନ୍ତାକ୍ଷରୀ, ଆଶୁ କବିତା ଲିଖନ, ପୁସ୍ତକ ପଠନ ଓ ପ୍ରଶ୍ନ ମଞ୍ଚ ପ୍ରତିଯୋଗିତା ଗୁଡ଼ିକର ଆୟୋଜନ କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ସରୋଜ କମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ମାତୃଭାଷା ଶିକ୍ଷଣ କରୁଥିବା ଆଚାର୍ଯ୍ୟ ଆଚାର୍ଯ୍ୟା ଗୋପାଳ କୃଷ୍ଣ ପଣ୍ଡିତ, ସୁନିଲ କୁମାର ପରିଡ଼ା, ଶ୍ରୀମତୀ ମମତା ମହାପାତ୍ର, ଶ୍ରୀମତୀ ସୁନିତା ସାହୁ ,ଶ୍ରୀମତୀ ଶୈଳେଷ୍ଠା ଖଡ୍ଗରାୟଙ୍କ ସମେତ ସମସ୍ତେ ସହଯୋଗ କରିଥିଲେ ।ଷ୍ଠା ଖଡ୍ଗରାୟଙ୍କ ସମେତ ସମସ୍ତେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

fifteen + 14 =