ଏସିଆନ ଚାମ୍ପିଆନ୍ସ ଟ୍ରଫି : ଭାରତୀୟ ପୁରୁଷ ହକି ଟିମକୁ ବ୍ରୋଞ୍ଜ

0 60

ଢାକା : ବାଂଲାଦେଶର ରାଜଧାନୀରେ ଢାକାରେ ଖେଳାଯାଉଥିବା ଏସିଆନ୍‌ ଚାମ୍ପିଆନ୍ସ ଟ୍ରଫିର ବ୍ରୋଞ୍ଜ ମୁକାବିଲାରେ ପାରଂପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ହରାଇଛି ଭାରତୀୟ ପୁରୁଷ ହକି ଦଳ । ଏହି ମୁକାବିଲାରେ ୪-୩ ଗୋଲରେ ପ୍ରତିପକ୍ଷଙ୍କୁ ହରାଇ ଭାରତ ଏହି ସୌଭାଗ୍ୟ ଅର୍ଜନ କରିଛି । ପୂର୍ବରୁ ଏହି ପ୍ରତିଯୋଗୀତାରେ ଭାରତର ତିନିଥର ଚମ୍ପିଆନ୍‌ ହୋଇଛି । ଗତକାଲିର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଜାପାନଠାରୁ ଭାରତ ସେମିଫାଇନାଲରେ ପରାଜିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

1 × five =