ମଦ ପାଇଁ ସ୍ତ୍ରୀକୁ ମାରିଲା ସ୍ୱାମୀ

0 167

କାଲିମେଳା: ମଦ ପିଇବାକୁ ନ ଦେବାରୁ ପତ୍ନୀଙ୍କୁ କୋଦାଳରେ ପିଟିପିଟି ହତ୍ୟା କଲା ସ୍ୱାମୀ l ଏତିକିରେ ସ୍ୱାମୀର ରାଗ ଶାନ୍ତ ହୋଇନ ଥିଲା | ନିଜ ପତ୍ନୀର ଗୁପ୍ତାଙ୍ଗରେ ବାଡ଼ି ପୁରେଇବାକୁ ପଛାଇ ନ ଥିଲା ମଦ୍ୟପ ସ୍ୱାମୀ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଏମଭି ୭୯ ଥାନା ଅନ୍ତର୍ଗତ ଗିନି ପାଲୀ ଗ୍ରାମରେ। ମୃତ ମହିଳା ଜଣଙ୍କ ହେଲେ ୩୮ ବର୍ଷୀୟା ପ୍ରଭାତୀ କୁଞ୍ଜ ବୋଲି ସୂଚନା ମିଳିଛି। ପୁଲିସ ହତ୍ୟାକାରୀ ସ୍ୱାମୀ ଭୀମା କୁଞ୍ଜକୁ ଅଟକ ରଖି ତଦନ୍ତ ଜାରି ରଖିଛି |

hiranchal ad1
Leave A Reply

Your email address will not be published.

5 × five =