ନିତ୍ୟାନନ୍ଦ ପାଠାଗାରର ବାର୍ଷିକ ଉତ୍ସବ ପାଳନ

0 76

ପାରଳାଖେମୁଣ୍ଡି :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଶ୍ରୀ କରଣ ସାହି ସ୍ଥିତ ନିତ୍ୟାନନ୍ଦ ପାଠାଗାର ପରିସରରେ ଅନୁଷ୍ଠାନର ବାର୍ଷିକ ଉତ୍ସବ ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଗୌର ହରି ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦକ ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ଡକ୍ଟର ଭୁବନେଶ୍ୱର ପଟ୍ଟନାୟକ, ରବି ନାରାୟଣ ଚୌଧୁରୀ, କୈଳାସ ପଟ୍ଟନାୟକ ମଲ୍ଲିକାର୍ଜୁନ ପଟ୍ଟନାୟକ ଲକ୍ଷ୍ମୀକାନ୍ତ ପଟ୍ଟନାୟକ, ହରିଶ୍ଚନ୍ଦ୍ର ପାତ୍ର, ସଦାନନ୍ଦ ପଟ୍ଟନାୟକ, ରବିନ ପଟ୍ଟନାୟକ ଓ ବାବାଜୀ ବେହେରା ପ୍ରମୁଖ ଯୋଗ ଦେଇ ପଠାଗାରର ଉପକାରୀତା ତଥା ଏହାର ଉନ୍ନତି ସହ ସାମାଜିକ ସଂସ୍କାର ଉପରେ ଆଲୋକପାତ କରିଥିଲେ ।

hiranchal ad1
Leave A Reply

Your email address will not be published.

10 + 3 =