କାଳ ବୈଶାଖୀ ପ୍ରଭାବରେ ପୁରୀରେ ବର୍ଷା

0 69

ପୁରୀ : କାଳ ବୈଶାଖୀ ପ୍ରଭାବରେ ପୁରୀରେ ଘଡ଼ ଘଡି ସହ ବର୍ଷା ହୋଇଛି । ସକାଳ ୬ ଟା ୯ ଯାଏ ପୁରୀ ରେ ଘଡ଼ ଘଡି ସହ ଜୋର ବର୍ଷା ହୋଇଛି । ଫଳରେ ପୁରୀ ବାସୀ ଅସହ୍ୟ ଗରମରୁ ଆଶ୍ୱସ୍ଥି ପାଇଛନ୍ତି । ଅନ୍ୟପଟେ ଆଗକୁ ସମ୍ଭାବ୍ୟ ବାତ୍ୟା ଥିବାରୁ କେତେକ ଲୋକଙ୍କ ଭିତରେ ମଧ୍ୟ ଏହି କାଳ ବୈଶାଖୀ ବର୍ଷାକୁ ସାମାନ୍ୟ ଭୟ ଥିବା ବେଳେ ବାତ୍ୟାକୁ ନେଇ ନାନା ଚର୍ଚ୍ଚା ଲାଗି ରହିଛି । ସେପଟେ ସକାଳୁ ବର୍ଷା ଲାଗିରହିଥିବାରୁ ଶ୍ରୀମନ୍ଦିର କୁ ଦର୍ଶନ ପାଇଁ ଆସିଥିବା ଭକ୍ତ ମାନେ ଯାତାୟତରେ ଅସୁବିଧା ଭୋଗିଥିଲେ । ତେବେ ପୁରୀରେ ବର୍ଷା କମି ଥିଲେ ମଧ୍ୟ ଆକାଶ ମେଘାଛନ୍ନ ରହିଛି ।

hiranchal ad1
Leave A Reply

Your email address will not be published.

three + eighteen =