ରଥଯାତ୍ରା ପାଇଁ ମୁତୟନ ହେବେ ୧୦ ହଜାରରୁ ଉର୍ଦ୍ଧ୍ଵ ସୁରକ୍ଷା କର୍ମୀ

0 188

ପୁରୀ-ରଥଯାତ୍ରା ପାଇଁ ଜେନେରାଲ ପୋଲିସ ବ୍ରିଫିଂ। ଡିଜି ପୋଲିସଙ୍କ ଅଧ୍ୟକ୍ଷତାରେ ପୁରୀ ପୌର ସଦନରେ ଅନୁଷ୍ଠିତ ହେଉଛି ଏହି ବ୍ରିଫି ବା ବ୍ୟବସ୍ଥାବଳୀ ସଂକ୍ଷିପ୍ତ ।
ରଥଯାତ୍ରା ପାଇଁ ମୁତୟନ ହେବେ ୧୦ ହଜାରରୁ ଉର୍ଦ୍ଧ୍ଵ ସୁରକ୍ଷା କର୍ମୀ।ସହରରେ ଆକ୍ଟିଭ ମୋଡ ରେ କାର୍ଯ୍ୟ କରିବ ଆଣ୍ଟି ସାବୋଟେଜ୍ ଟିମ୍। ସମସ୍ତ ଜାଗାରେ ମୁତୟନ ରହିବେ ଆଣ୍ଟି ଟେରୋରିଷ୍ଟ ଟିମ୍। ଜଳ ସ୍ଥଳ ଆକାଶ ପଥ ରୁ ତୀକ୍ଷ୍ମ ନଜର ରଖାଯିବ। ମୁତୟନ ରହିବ ସ୍ପେଶିଆଲ tactical unit ର ବଜ୍ର ଗାଡ଼ି ରକ୍ଷକ ପ୍ଲସ ।
ସହର ଓ ସହର ବାହାରେ ଟ୍ରାଫିକ ମୋବିଲିଟି ପ୍ଲାନ୍ ।
ସହରରେ ୫୩ ଟି ଓ ସହର ବାହାରେ ରହିବ ୧୭ ଟି ଏଡ୍ ପୋଷ୍ଟ । ଇନ ସାଇଡ ଟ୍ରାଫିକ କୁ ୪ ଟି ଭାଗରେ ବିଭକ୍ତ କରାଯିବା ସହ ୪୨ ସେକ୍ସନ ଫୋର୍ସ ମୁତୟନ କରାଯିବ। କୁମ୍ଭାରପଡ଼ା,ମାଳତିପାଟପୁର ରେ ଦୁଇଟି ଟ୍ରାଫିକ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରିବ ବୋଲି ପୋଲିସ ଡିଜି ୱାଇ ବି ଖୁରାନିଆ ସୂଚନା ଦେଇଛନ୍ତି।

hiranchal ad1
Leave A Reply

Your email address will not be published.

7 − one =