କଟକ ମେଡିକାଲ ପରିସରରେ ଉତ୍ତେଜନା 

0 70

କଟକ ; କଟକ ମେଡ଼ିକାଲ ପରିସରରେ ଉତ୍ତେଜନା । ପୁରୀ ଚନ୍ଦନପୁର ଅଂଚଳରେ ଜଣେ ଯୁବତୀଙ୍କ ମୃତ୍ୟୁକୁ ନେଇ ଚିକିତ୍ସା ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକ । ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଯାଂଚରେ ବିଳମ୍ବ ହେବା କାରଣରୁ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଉତେଜନା ପରେ ଘଟଣା ସ୍ଥଳରେ ପହଂଚିଥିଲା ପୋଲିସ । ମେଡିକାଲ ଫାଣ୍ଡି ପାଖରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ବୁଝାସୁଝା କରିବା ସହ ସ୍ଥିତି ନିୟନ୍ତ୍ରଣରେ ଆଣିବା ପାଇଁ ଉଦ୍ୟମ କରୁଛି ପୋଲିସ ।

hiranchal ad1
Leave A Reply

Your email address will not be published.

eleven + ten =