ନାଳକୁ ଖସିଲା ସ୍କୁଲବସ

0 53

ନୂଆପଡ଼ା : ଖଡ଼ିଆଳ ଗାନ୍ଧିନଗର ନିକଟରେ ଏକ ଦୁର୍ଘଟଣା ଘଟାଇଥିବାର ସୂଚନା ମିଳିଛି Iପିଲାଙ୍କୁ ନେଇ ଯିବାବେଳେ ନାଳକୁ ଖସିପଡିଲା ସ୍କୁଲବସ I ସେଥିରେ ଯାଉଥିବା ସମସ୍ତ ୨୧ଜଣ ଛାତ୍ରଛାତ୍ରୀ ସୁରକ୍ଷିତ ଅଛନ୍ତି I ଅଗ୍ନିଶମ ବାହିନୀ ସମସ୍ତଙ୍କୁ ନାଳରୁ ସୁରକ୍ଷିତ ଉଦ୍ଧାର କରିବାରେ ସଫଳ ହୋଇଥିଲା I ପିଲାଙ୍କୁ ଉଦ୍ଧାର ପରେ ପୋଲିସ ଘଟଣାର ତଦନ୍ତ କରିଥିବାର ସୂଚନା ମିଳିଛି I

hiranchal ad1
Leave A Reply

Your email address will not be published.

14 − 11 =