ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ଅପହରଣ | ଥାନାରେ ଏତଲା ଦେଲେ ପରିବାର ଲୋକେ

0 169

ଫୁଲବାଣୀର :କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ସହର ନିକଟସ୍ଥ ଥିବା ଫିରିଙ୍ଗିଆ ଗାୟତ୍ରୀ ମନ୍ଦିର ନିକଟରୁ ଜଣେ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ଅପହରଣ କରି ନେଇଛନ୍ତି ଦୁର୍ବୁତ୍ତ । ମିଳିଥିବା ସୂଚନା ଅନୁସାରେ ଡିଉଟି ସାରି ଫିରିଙ୍ଗିଆ ମେଡିକାଲରୁ ଘରକୁ ଯାଉଥିବା ସମୟରେ ଏକ କାରରେ ଅପହରଣ କଲେ କିଛି ଦୁର୍ବୃତ୍ତ ।ଏନେଇ ଫିରିଙ୍ଗିଆ ଥାନାରେ ଅଭିଯୋଗ କଲେ ପରିବାର ଲୋକେ । ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।

hiranchal ad1
Leave A Reply

Your email address will not be published.

fourteen + 13 =