Browsing Tag

ଆକ୍ସନ ମୋଡ଼ରେ ପୁରୀ ପୋଲିସ

ଆକ୍ସନ ମୋଡ଼ରେ ପୁରୀ ପୋଲିସ, ମଦ ପିଇ ଗାଡି ଚଳାଉଥିଲେ ଦେବାକୁ ପଡିବ ୧୦ହଜାର ଜରିମାନା

ପୁରୀ : ମଦ ପିଇ ଗାଡି ଚଳାଉଛନ୍ତି କି ! ହେଇଯାଆନ୍ତୁ ସାବଧାନ । ଦେବାକୁ ପଡିବ ଦଶ ହଜାର ପର୍ଯ୍ୟନ୍ତ ଜୋରିମାନା,ଯିବାକୁ ପଡିପାରେ ଜେଲ । ପର୍ଯ୍ୟଟକଙ୍କ ସୁରକ୍ଷା ଦିଗରେ ଆକ୍ସନ ମୋଡ଼ରେ ପୁରୀ ପୋଲିସ । ନୂଆବର୍ଷ ପୂର୍ବରୁ ପୁରୀ ପୋଲିସ ଚଲାଇଛି ଡ୍ରିଙ୍କ୍‌ ଆଣ୍ଡ ଡ୍ରାଇଭିଂ ଅଭିଯାନ । breath…
Read More...