ଆଜି ବାତ୍ୟାର ରୂପ ନେବ ଜୱାଦ
ଭୁବନେଶ୍ୱର: ଭୀଷଣ ଅବପାତରେ ରୂପ ନେଲା ବାତ୍ୟା ଜୱାଦ । ବତ୍ତର୍ମାନ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ସକ୍ରିୟ ରହିଛି ବାତ୍ୟା । ଅବପାତ ପରେ ପାରାଦୀପ ଠାରୁ ୬୭୦ କିଲୋମିଟର ଦୂରରେ ରହିଛି । ଆଗାମୀ ୧୨ ଘଣ୍ଟାରେ ସାମୁଦ୍ରିକ ଝଡରେ ପରିଣତ ହେବ ଅବପାତ । ଟ୍ୱିଟ କରି ସୂଚନା ଦେଇଛି ଆଇଏମଡି!-->…
Read More...
Read More...