Browsing Tag

ଦକ୍ଷିଣ ଆଫ୍ରିକା ଗସ୍ତ କଲା ଭାରତୀୟ ଟିମ୍‌

ଦକ୍ଷିଣ ଆଫ୍ରିକା ଗସ୍ତ କଲା ଭାରତୀୟ ଟିମ୍‌, ବିସିସିଆଇ ଫଟୋରୁ ବିରାଟ ଆଉଟ୍‌

ମୁମ୍ବାଇ : ଭାରତୀୟ କ୍ରିକେଟ୍‌ ଦଳ ଆଜି ଦକ୍ଷିଣ ଆଫ୍ରିକା ଗସ୍ତ କରିଛି । ଦକ୍ଷିଣ ଆଫ୍ରିକା ଗସ୍ତରେ ଡିସେମ୍ବର ୨୬ ରୁ ଟିମ୍‌ ଇଣ୍ଡିଆକୁ ତିନି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଏବଂ ସମାନ ସଂଖ୍ୟାକ ଦିନିକିଆ ସିରିଜ୍‌ ଖେଳିବାକୁ ପଡିବ । ଜାନୁଆରୀ ୧୯ ରୁ ଦିନିକିଆ ସିରିଜ୍‌ ଆରମ୍ଭ ହେବ ।…
Read More...