ଆସନ୍ତାକାଲିଠାରୁ ଦ୍ୱିତୀୟ ଟେଷ୍ଟ, ରିଦ୍ଧାମାନ ସାହାଙ୍କ ସଂପର୍କରେ ଏମିତି କହିଲେ ବିରାଟ
ମୁମ୍ବାଇ: ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଗୁରୁବାର ସୂଚନା ଦେଇଛନ୍ତି ଯେ ୱିକେଟ୍ କିପର ରିଦ୍ଧିମାନ ସାହା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳିବାକୁ ପୁରା ଫିଟ୍ ଅଛନ୍ତି । ସେ ନିଶ୍ଚିତ କରିଛନ୍ତି ଯେ ସାହା ତାଙ୍କ ବେକ ଆଘାତ ସଂପୂର୍ଣ୍ଣ ଭାବେ ମୁକୁଳିଛନ୍ତି । ଭାରତ!-->…
Read More...
Read More...