Browsing Tag

covid-19

ରାଜ୍ୟରେ ଆଉ ଦୁଇ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ପୁଣି ଆଉ ଦୁଇ ଜଣ କରୋନାର ନୂଆ ଭୂତାଣୁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏ ନେଇ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି । ଦୁଇ ଆକ୍ରାନ୍ତ ବ୍ୟକ୍ତି ନାଇଜେରିଆ ଫେରନ୍ତା ବୋଲି ଜଣାପଡିଥିବା ବେଳେ ଉଭୟ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି…
Read More...