Browsing Tag

news updates

୩ ଗାଁ ସାଥୀଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର,: ତିନି ଗାଁ ସାଥୀ ଏକାଠି ଆତ୍ମାହୁତି ଉଦ୍ୟମ କରିଛନ୍ତି । ଏ ଘଟଣା ଆଉ କେଉଁଠି ନୁହେଁ ରାଜଧାନୀ ଭୁବନେଶ୍ୱରରେ ଘଟିଛି । ଭୁବନେଶ୍ୱର ଲୋୟର ପିଏମଜିରେ ଏହି ୩ ଗାଁ ସାଥି ଆତ୍ମାହୁତି ଉଦ୍ୟମ କରିଛନ୍ତି । ତିନି ଜଣ ଯାକ ସାଙ୍ଗ ନିଜ ଉପରେ କିରାସିନି ଢାଳି ନିଆଁ ଲଗାଉଥିବା ବେଳେ…
Read More...

କନ୍ଧମାଳକୁ ରେଳ ସଂଯୋଗ ନେଇ ଦାବି ଦୋହରାଇଲେ ସାଂସଦ ଅଚ୍ୟୁତ ସାମନ୍ତ

ଫୁଲବାଣୀ ୧୫ ।୧୨: କନ୍ଧମାଳକୁ ରେଳ ସଂଯୋଗ ନେଇ ସାଂସଦ ଅଚ୍ୟୁତ ସାମନ୍ତ କେନ୍ଦ୍ର ରେଳ, ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ତାଙ୍କର ଦାବି ସଂପର୍କରେ ପୁନର୍ବାର ମନେ ପକାଇଦେଇଛନ୍ତି । ଆଜି ସକାଳେ ଶ୍ରୀ ସାମନ୍ତ ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ…
Read More...