Browsing Tag

odisha news

ଦିନଦ୍ବି- ପ୍ରହରେ ଯୁବକଙ୍କୁ ଛୁରୀଭୁସି ହତ୍ୟା

ଗଣିଆ,୧୪/୦୬(ହୀପ୍ର): ଦିନଦ୍ବି- ପ୍ରହରେ ଯୁବକଙ୍କୁ ଛୁରୀଭୁସି ହତ୍ୟା । ଗଣିଆ ବ୍ଲକର କିଶୋର ପ୍ରସାଦ ପଞ୍ଚାୟତର ପାଣ୍ଡରାସିଙ୍ଘା ଗ୍ରାମରେ ୨ଜଣଙ୍କ ମଧ୍ୟରେ ସାଧାରଣ ବଚସାରୁ ଛୁରୀ ମାଡରେ ଜଣେ ଯୁବକ ମୃତ୍ୟୁବରଣ କରିଛନ୍ତି । ମୃତକ ଯୁବକ ଜଣକ ହେଲେ ସ୍ଥାନୀୟ ପାଣ୍ଡରାସିଂହା ଗ୍ରାମର ନରୋତମ
Read More...

୧୭ ବର୍ଷ ପରେ ଦୁଷ୍କର୍ମ ଅଭିଯୁକ୍ତ ଗିରଫ

ଗଣିଆ - (ହୀପ୍ର) ପ୍ରେମିକାକୁ ଧୋକା ଦେଇ ଅଡ଼ୁଆରେ ପଡ଼ିଲେ ଯୁବକ । ଏଭଳି ଘଟଣା ଘଟିଛି ଗଣିଆ ବ୍ଳକ ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମରେ । ୨୦୦୮ ମସିହାରେ ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମର ଦିଲ୍ଲୀପ ଖଟୁଆ ଜଣେ ଯୁବତୀକୁ ଭଲ ପାଉଥିଲେ । ଭଲ ପାଇବା ପରେ ବିଭିନ୍ନ ପ୍ରଲୋଭନ ଦେଖାଇ ଯୁବତୀଙ୍କ ସହିତ
Read More...

କୁଲିହାରୀ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ପରିବେଶ ଦିବସ ପାଳିତ

ଧର୍ମଗଡ଼(ହୀ.ପ୍ର.):- ଜୁନାଗଡ଼ ବ୍ଲକ ଅନ୍ତର୍ଗତ କୁଲିହାରୀ ଉଚ୍ଚ ବିଦ୍ୟାଳୟଠାରେ ସଫଳତାର ସହିତ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ କର୍ତ୍ତବ୍ୟ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ କଳାହାଣ୍ଡି
Read More...

ଦୋକାନକୁ ଆସୁଥିବା ବେଳେ ବୃଦ୍ଧଙ୍କୁ ଚାପିଦେଲା ଟ୍ରକ୍‌

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଛକ ଠାରେ ଶନିବାର ସକାଳେ ଟ୍ରକ୍‌ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତ ବୃଦ୍ଧଙ୍କ ନାମ କଳ୍ପେଶ୍ୱର ମେହେର (୭୦) ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ସେ ଆଜି ସକାଳେ ବଳଦିଆମାଲ ଛକଠାରେ ଥିବା ନିଜ
Read More...

ରଣପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 

ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ କାଣ୍ଡପଢା ଗ୍ରାମ ପଞ୍ଚାୟତରେ ପହଞ୍ଚି କ୍ଷତିଗ୍ରସ୍ତ ହୋଇଥିବା ଧାନବିଲ ଦେଖିବା ସହିତ, ଚାଷୀ ମାନଙ୍କ ସହିତ କ୍ଷୟକ୍ଷତି ସଂପର୍କରେ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହିତ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ
Read More...

ସ୍ଲରି ପାଇପ ଲାଇନ ଫାଟି ଭୟାନକ ସ୍ଥିତି

କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ନୟାଗଡ଼ ଓ ବଡ଼କାଳିମାଟି ପଞ୍ଚାୟତ ସୀମାନ୍ତବର୍ତ୍ତି ଖଜୁରୀଡ଼ିହି ସାହି ନିକଟରେ ଶନିବାର ସକାଳ ସମୟରେ ସ୍ଲୋରି ପାଇପ ଲାଇନ ଫାଟି ଭୟାନକ ପରିସ୍ଥିତି ସୄଷ୍ଟି ହୋଇଛି । ଫଳରେ ଗ୍ରାମବାସୀ ଆତଙ୍କିତ ଅବସ୍ଥା ରେ ଅଛନ୍ତି । ତେବେ ମିଳିଥିବା ସୂଚନା ଅନୁଯାୟୀ
Read More...

ବାଧକ ଗମନାଗମନ ସମସ୍ୟା, ବିକାଶ ଅପହଞ୍ଚ!

ବୌଦ୍ଧ, (ହୀପ୍ର): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ସଦରମହକୁମାରେ ରହିଛି ବାଣୀଭୁଷଣପୁର ପଞ୍ଚାୟତ । ଗମନାଗମନ ଭଳି ପ୍ରମୁଖ ଅବ୍ୟବସ୍ଥା କାରଣରୁ ଗାଁ ଲୋକମାନେ ସରକାରୀ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି । ବିଡ଼ମ୍ବନା ହେଲା ଭର୍ତ ସ୍ୱାଧୀନ ହେବାର ୭୭ ବର୍ଷ ପରେ ସୁଦ୍ଧେ ବ୍ଳକ୍‌ ସଦର
Read More...

ସମ୍ବଲପୁରୀ ଗାୟିକା ରୁକସନା ବାନୋଙ୍କ ଅସ୍ବାଭାବିକ ମୃତ୍ୟୁ, ପରିବାର ଆଣିଲା ସଙ୍ଗୀନ ଅଭିଯୋଗ

ଭୁବନେଶ୍ୱର, (ହୀପ୍ର): ସମ୍ବଲପୁରୀ ଗାୟିକା ରୁକସନା ବାନୋଙ୍କର ଗତ କାଲି ରାତିରେ ଭୁବନେଶ୍ବର ଏଏମସରେ ମୃତ୍ୟୁ ଘଟିଛି। ଏହି ମୃତ୍ୟୁକୁ ନେଇ ତାଙ୍କ ପରିବାର ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ରୁକସନା ସ୍କ୍ରବ୍ ଟାଇଫସ୍ ନୁହେଁ ବରଂ ବିଷ କ୍ରିୟା ଯୋଗୁଁ ପ୍ରାଣ ହରାଇଛନ୍ତି ବୋଲି ତାଙ୍କ
Read More...

ରତ୍ନ ଭଣ୍ଡାର ଭିତରକୁ ପ୍ରବେଶକଲେ ଏଏସଆଇ ଟିମ୍

ପୁରୀ : ରତ୍ନଭଣ୍ଡାର ଅନୁଧ୍ୟାନ ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି ୨୬ ଜଣିଆ ଟିମ୍। ଏହି ଟିମରେ ଅଛନ୍ତି ନ୍ୟାସନାଲ ଜିଓଲଜିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ, ଏଏସଆଇ, ବୈଷୟିକ ଟିମ୍ ର ସଦସ୍ୟ। ରତ୍ନଭଣ୍ଡାରରେ କିଛି ସୁଡ଼ଙ୍ଗ ଅଛି କି, ଏହି ରତ୍ନଭଣ୍ଡାର ଭିତରେ ଆହୁରି ରତ୍ନଭଣ୍ଡାର
Read More...

ଲୋକଙ୍କ ଜୀବନ ସହ ଖେଳୁଛି ବେଦାନ୍ତ, ମୁଣ୍ଡରେ ହାତ ଦେଇ ବସିଛି ଚାଷୀ

ଲୋକଙ୍କ ଜୀବନ ସହ ଖେଳୁଛି ବେଦାନ୍ତ । ବେଦାନ୍ତର ମନମୁଖୀ କାର୍ଯ୍ୟ ପାଇଁ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ। ଅତ୍ୟାଚାରରୁ ବାଦ ପଡ଼ିନାହାନ୍ତି କଥା କହିପାରୁନଥିବା ପଶୁପକ୍ଷୀ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ସ୍ଥିତ ବେଦାନ୍ତ କମ୍ପାନୀ ପ୍ରୋସେସ ୱାଟର ଲେକ ବନ୍ଧ ଗତ ଶନିବାର ବିଳମ୍ବିତ
Read More...