ରଣପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 

0 294

ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ କାଣ୍ଡପଢା ଗ୍ରାମ ପଞ୍ଚାୟତରେ ପହଞ୍ଚି କ୍ଷତିଗ୍ରସ୍ତ ହୋଇଥିବା ଧାନବିଲ ଦେଖିବା ସହିତ, ଚାଷୀ ମାନଙ୍କ ସହିତ କ୍ଷୟକ୍ଷତି ସଂପର୍କରେ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

hiring

ମୁଖ୍ୟମନ୍ତ୍ରୀଙ୍କ ସହିତ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରି ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ବାଇଁ ବ୍ଲକ ଚେୟାରମ୍ୟାନ ନିର୍ମଳ ବେହେରା ୨୩ ନମ୍ୱର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ ସିତାରାଣି ତରେଇ ବିଜେପି ଜିଲ୍ଲା ସଭାପତି ତାପସ୍ ରଞ୍ଜନ ମାର୍ଥା ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତରହି ଚାଷୀମାନଙ୍କ ଦୁଃଖରେ ସମଭାଗୀ ହେବା ସହିତ , ଚାଷୀମାନଙ୍କ ଦୁର୍ଦ୍ଦଶା ପାଇଁ ଦୁଃଖ ପ୍ରକାଶ କରିଥିଲେ

hiranchal ad1
Leave A Reply

Your email address will not be published.

1 × 3 =