Browsing Tag

top news

ଲକ୍ଷ୍ମୀପୂଜା ଉପଲକ୍ଷେ ପାରାୟଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ଜହ୍ନ ।ପଙ୍କ,୧୭/୧୨ : ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଂଚାୟତ ଅନ୍ତର୍ଗତ ବାଲିଦୋହଲି ଗ୍ରାମରେ ମାର୍ଗଶିର ମାସ ଶେଷ ଗୁରୁବାର ଉପଲକ୍ଷେ ରାମାୟଣର ସୁନ୍ଦରାକାଣ୍ଡ ପ ।ରାୟଣ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ୟାସ ଭାବେ ନମିତା ସାହୁ ରାମାୟଣ ପାଠ କରିଥିଲେ । ସନ୍ଧ୍ୟାରେ ଗୋଛ ।ପଡ଼ । ଗୁପ୍ତେଶ୍ୱର…
Read More...

ପଞ୍ଚମ ଗଡ଼ଜାତ ଲୋକମହୋତ୍ସବ ଉଦଘାଟିତ

ବୌଦ୍ଧ,୧୫/୧୨: ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକର ବୀରନରସିଂହପୁର ଠାରେ ପଞ୍ଚମ ଗଡ଼ଜାତ ଲୋକ ମହୋତ୍ସବ ଆଜି ବିଶ୍ୱଜିତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଗଡ଼ଜାତ ସଂସ୍କୃତି ପରମ୍ପରାକୁ ବଜାୟ ରଖି ଥିବାରୁ ଗଡ଼ଜାତ…
Read More...