Monthly Archives

April 2020

ସଚିନ୍, କୋହଲିଙ୍କଠାରୁ ଉମର କିଛି ଶିଖନ୍ତୁ

ନୂଆଦିଲ୍ଲୀ : ଖେଳରେ ସମସ୍ତେ ସମସ୍ତଙ୍କଠାରୁ କିଛି ନା କିଛି ଶିଖିବାର ଆବଶ୍ୟକତା ଅଛି । କାରଣ ଏହା ଏଭଳି ଏକ କ୍ଷେତ୍ର, ପ୍ରତିଦିନ ଖେଳାଳିମାନେ ନୂଆ ନୂଆ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥାନ୍ତି । ଏ ଦୃଷ୍ଟିରୁ ମୋର ସାନ ଭାଇ ଉମର ଭାରତର ସଚିନ ତେନ୍ଦୁଲକର, ଏମଏସ ଧୋନି ଓ ବିରାଟ କୋହଲିଙ୍କ ଭଳି
Read More...

ରାଉରକେଲାରେ ପହଞ୍ଚିବ ଏକାନ୍ତବାସ ଟ୍ରେନ: କରୋନା ଆକ୍ରାନ୍ତଙ୍କ ପାଇଁ ୫୮ ସ୍ଲିପର କୋଚ୍‌କୁ ଆଇସୋଲେସନ ୱାର୍ଡ଼

ରାଉରକେଲା : କରୋନା ମୁକାବିଲା ପାଇଁ ଲଢ଼ୁଛି ସମଗ୍ର ବିଶ୍ୱ । ସହରଠାରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ପ୍ରସ୍ତୁତି ହୋଇସାରିଛି ସ୍ୱତନ୍ତ୍ର ସଙ୍ଗରୋଧ କକ୍ଷ । ଆସନ୍ତା ମଇ ୩ ଲକଡାଉନ୍ ଖୋଲିବା ପରେ ରାଜ୍ୟ ବାହାରେ ରହୁଥିବା ହଜାର ହଜାର ଶ୍ରମିକ ଫେରୁଥିବା ନେଇ ଉଭୟ ସରକାର ଓ ଜିଲ୍ଲା
Read More...

ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା : କରୋନା ନିୟନ୍ତ୍ରଣରେ ସାରା ଦେଶରେ ଓଡିଶା ଇତିହାସ ସୃଷ୍ଟି କରିପାରିବ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ଭିଡିଓ ବାର୍ତ୍ତା ଦେଇ କରୋନା ଜନିତ ସଂକ୍ରମିତକୁ ଆମେ କିପରି ପ୍ରତିହତ କରିପାରିବା ତାହା ଉପରେ ସତର୍କ ବାଣୀ ଶୁଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡିଶାର ପରିସ୍ଥିତି ଅନ୍ୟ ରାଜ୍ୟମାନଙ୍କଠାରୁ ବହୁତ ଭଲ ଅଛି । ଆମେ
Read More...

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା କେବଳ ନାଁକୁ ମାତ୍ର, ବଣ୍ଡଗୁଡ଼ା ପଞ୍ଚାୟତରେ ରାସନକାର୍ଡ଼ ହିତାଧିକାରୀଙ୍କୁ ମିଳୁନି…

କ.ନୂଆଗାଁ: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ମୁଣ୍ଡପିଛା ୧୫ କେଜି ଚାଉଳ ଓ ପରିବାର ପିଛା ୩ କେଜି ଡାଲି ମାଗଣାରେ ବଣ୍ଟନ କରିବା ନିମନ୍ତେ ସରକାରଙ୍କ ତରଫରୁ ନିର୍ଦ୍ଦେଶ ହୋଇଥିଲେ ମଧ୍ୟ କନ୍ଧମାଳ ଜିଲ୍ଲାର କ.ନୂଆଗାଁ ବ୍ଲକ ଅନ୍ତର୍ଗତ ବଣ୍ଡଗୁଡ଼ା ପଞ୍ଚାୟତରେ ରାସନକାର୍ଡ଼
Read More...

ଡିଆଇଜି ସତ୍ୟବ୍ରତ ଭୋଇଙ୍କ ସମୀକ୍ଷା ବୈଠକ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗସ୍ତରେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଆସି ଆନ୍ଧ୍ର-ଓଡିଶା ସୀମାନ୍ତଗୁଡିକ ବୁଲି ଦେଖିବାସହ ଏକ ସମୀକ୍ଷା ବୈଠକ ଏସପିଙ୍କ କାର୍ଯ୍ୟାଳୟରେ କରିଥିଲେ । ପାରଳାଖେମୁଣ୍ଡିକୁ ଲାଗିରହିଥିବା ପଡୋଶୀ ଆନ୍ଧ୍ରପ୍ରଦେଶର ପାତପାଟନମ ମଣ୍ଡଳରେ ୪ଗୋଟି କରୋନା
Read More...

ଲକ୍ ଡାଉନ ସମୟରେ ପାସ୍ ପ୍ରସଙ୍ଗ : ଜାଲ୍‌ପାସ୍‌ର ଚେର ଲମ୍ବିଛି ବହୁ ଦୂରକୁ !

ବୌଦ୍ଧ: ଲକ୍‌ଡାଉନ ସମୟରେ ଗାଡିମଟର ଓ ସାଧାରଣ ଜନତାଙ୍କ ଚଳପ୍ରଚଳ ଉପରେ ସରକାର କଟକଣା ଜାରି କରିଛନ୍ତି । କୌଣସି ଜରୁରୀ କାମରେ ଆବଶ୍ୟକତାକୁ ଉପଲବ୍‌ଧିକରି ପ୍ରଶାସନ ପାସ୍ ଦେଇପାରିବାର ବ୍ୟବସ୍ଥା ମଧ୍ୟ ସରକାର ରଖିଛନ୍ତି । ଏହି ସୁଯୋଗର ଦୁରୁପଯୋଗ କରି ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ
Read More...

ଡାକୁଛି ହୀରାକୁଦର ପର୍ଯ୍ୟଟନ ବିଭବ, କିଏ ନିରବ ?

ସମ୍ବଲପୁର:ଆମ ଆଖପାଖରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ପ୍ରାକୃତିକ ମନୋରମ ସ୍ଥାନ ରହିଛି ଯାହାକି ସହସ୍ରାଧିକଙ୍କୁ ରୋଜଗାର ଯୋଗାଇବା ସହିତ ରାଜ୍ୟପାଇଁ ବିପୁଳ ପର୍ଯ୍ୟଟନ ରାଜସ୍ୱ ଆଣିଦେଇପାରିବ କିନ୍ତୁ ରାଜ୍ୟସରକାର ଚରମ ଅବହେଳା କରିଆସୁଥିବା ଅଭିଯୋଗ ହୋଇଥାଏ ।
Read More...

ଅବକାରୀ ବିଭାଗର ଚଢ଼ଉ: ୬୦ ଲିଟର ମହୁଲି ମଦ ସହ ମଦ ରନ୍ଧା ସାମଗ୍ରୀ ଓ ୧୮୮୦ କେଜି ମହୁଲପୋଚ ଜବତ

ଦେବଗଡ଼ : ଜିଲାରେ କରୋନା ଲକ୍‌ଡ଼ାଉନ୍ ଚାଲିଥିବା ବେଳେ ସମସ୍ତ ସରକାରୀ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ଥିବାବେଳେ ଏହାର ସୁଯୋଗ ନେଇ ଚୋରା ମଦ କାରବାରକୁ ରୋକିବା ନେଇ ଜିଲାପାଳ ସୁଧାଂଶୁ ମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ପକ୍ଷରୁ ଜିଲାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ
Read More...

ଆରପାରିରେ ଅଭିନେତା ଇର୍ଫାନ୍ ଖାଁନ୍‌

ନୂଆଦିଲ୍ଲୀ : ଫିଲ୍ମ ଦୁନିଆରେ ନିଜର ଆଧିପତ୍ୟ ବିସ୍ତାର କରିଥିବା ଇର୍ଫାନ୍ ଖାଁନଙ୍କ ଆଜି ଏଠାକାର କୋକିଳବେନ୍ ଡାକ୍ତରଖାନାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା । ସେ ଅସୁସ୍ଥ ଥିବାରୁ ଜୟପୁର ଯାଇ ପାରି ନଥିଲେ ଏବଂ ଭିଡ଼ିଓ କଲ୍ ଜରିଆରେ ଜୟପୁରରେ ଥିବା
Read More...

ଆଜି ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ, ଏହି 3 ଜିଲ୍ଲାକୁ ବ୍ୟାପିଲା

ଭୁବନେଶ୍ୱର : ଆଜି ପୁଣି ଆଉ ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥି ସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଞ୍ଚିଛି । ଏହି ୩ ଆକ୍ରାନ୍ତ କେନ୍ଦୁଝର, ଝାରସୁଗୁଡା. ଓ ଦେବଗଡ ଜିଲ୍ଲାର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି କରୋନା
Read More...