ଆଜି ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ, ଏହି 3 ଜିଲ୍ଲାକୁ ବ୍ୟାପିଲା

0 237

ଭୁବନେଶ୍ୱର : ଆଜି ପୁଣି ଆଉ ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥି ସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଞ୍ଚିଛି । ଏହି ୩ ଆକ୍ରାନ୍ତ କେନ୍ଦୁଝର, ଝାରସୁଗୁଡା. ଓ ଦେବଗଡ ଜିଲ୍ଲାର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି କରୋନା ରାଜ୍ୟର 3 ନୂତନ ଜିଲ୍ଲାକୁ ବ୍ୟାପିଥିବାର ଜଣାପଡିଛି । ଏହି 3 ଜିଲ୍ଲା ହେଲା ଝାରସୁଗୁଡା, ଦେବଗଡ ଓ କେନ୍ଦୁଝର । ସୂଚନାଯୋଗ୍ୟ ଯେ, ଆଜି ସକାଳେ ରାଜଧାନୀ ଭୁବନେଶ୍ୱରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

5 × 1 =